Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋମହର୍ଷକ ଘଟଣା: ଶୀକାର ହେଲା ନିଜେ ଶୀକାରୀ
ଆଜିର ଖବର

ଲୋମହର୍ଷକ ଘଟଣା: ଶୀକାର ହେଲା ନିଜେ ଶୀକାରୀ

February 5, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବେଲକର ଜଙ୍ଗଲରେ ମୁଣ୍ଡରେ ଆଘାତ ଲାଗି ଜଣକର ମୃତ୍ୟୁ ହୋଇ ପଡିଥିବା ଏବଂ ପାଖରେ ଏକ ଦେଶୀ ବନ୍ଧୁକ ପଡିଥିବା ପୋଲିସ ଠାବ କରିଛି।

ଘଟଣାରୁ ପ୍ରକାଶ ଯେ, ସବିଗୁଡା ଗ୍ରାମର ସୁରେନ୍ଦ୍ର ରାଉତ ନିଜ ଚାରି ସାଙ୍ଗ ସେହି ଗ୍ରାମର ମହେତ ପୁଝାରୀ, ଶିଶିର ପୁଝାରୀ,ଯୁବରାଜ ପୁଝାରୀ,ଶିଶିର ରାଉତ ଏବଂ ନିକଟସ୍ଥ ସୁପାଡ ଗ୍ରାମର ଭୁର୍ଲି ସହ ମିଶି ବେଲକର ଜଙ୍ଗଳକୁ ମଙ୍ଗଳବାର ସକାଳୁ କୁକୁଡା ଶୀକାର କରିବାକୁ ଯାଇଥିଲେ। ସଂଧ୍ୟା ପରେ ମଧ୍ୟ ସୁରେନ୍ଦ୍ର ରାଉତ ଘରକୁ ନଫେରିବାରୁ ଘରଲୋକେ ଖୋଜାଖୋଜିକରି ପରଦିନ ସକାଳୁ ଜଙ୍ଗଲରେ ମୃତଦେହ ପଡିଥିବାର ଖବର ପାଇ ପୋଲିସକୁ ଖବର ଦେଇଥିଲେ।

ଜୟପାଟଣା ଥାନା ଅଧିକାରିଣି ରଶ୍ମିତା ପ୍ରଧାନ ଘଟଣାସ୍ଥଲକୁ ପହଂଚି ତଦନ୍ତ କରିବା ମୃତ ଦେହ ଓ ବନ୍ଧୁକ ଠାବ କରିଥିଲେ। ଅଧିକ ତଦନ୍ତ ପାଇଁ ଧର୍ମଗଡ ଏସଡିପିଓ ଏବଂ ସାଇଂଟିଫିକ ଦଳ ଘଟଣାସ୍ଥଲରେ ପହଂଚିଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ପ୍ରକାଶ । ଜୟପାଟଣା ଥାନା ରେ କେଶ ନଂ. ୩୨/୨୦୨୧ ଧାରା ୩୦୨/୩୪ ଓ ଆର୍ମସ ଆକ୍ଟ ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ପୋଲିସ ସୂତ୍ରରୁ ପ୍ରକାଶ। ମୃତକଙ୍କ ବାପା ଏହାକୁ ହତ୍ୟା ଘଟଣା ବୋଲି ଅଭିଯୋଗ କରୁଥିବା ଜଣାପଡିଛି।

କଳାହାଣ୍ଡି ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ

October 2, 2026

ଡିଜିଟାଲ୍ ସଂଯୋଗୀକରଣ ଏବଂ ଗ୍ରାହକ ସେବା ପ୍ରତି ବିଏସଏନଏଲ ଓଡ଼ିଶା ରହିଛି ସଂକଳ୍ପବଦ୍ଧ

October 2, 2026
Latest News

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

ହୱାଲା ଜରିଆରେ ଆସିଥିଲା ୯ କୋଟି: ୟାସିନ୍ ମଲିକଙ୍କ ସମେତ ୭ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ ନିର୍ଦ୍ଦେଶ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.