ବହୁ ଚର୍ଚ୍ଚିତ ସାରଥିଙ୍କୁ ପ୍ରବଚନ ପାଇଁ ଉଚ୍ଚନ୍ୟାଳୟରୁ ମିଳିଲା ଅନୁମତି

Published: Feb 16, 2021, 3:02 pm IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସାରଥିଙ୍କୁ ଓଡିଶା ଉଚ୍ଚନ୍ୟାଳୟରୁ ପ୍ରବଚନ ପାଇଁ ଅନୁମତି ମିଳିଛି। ସେ ପ୍ରବଚନ ଅନୁମତି ଲାଗି ଉଚ୍ଚନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ। ଆଜି ଉଚ୍ଚ ନ୍ୟାୟଳୟ ପ୍ରବଚନ ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି। ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ପ୍ରବଚନ ଦେଇପାରିବେ। ସେ ପ୍ରବଚନ ସମୟରେ କୋଭିଡ଼ କଟକଣାର ନିୟମକୁ ମାନିବା ପାଇଁ ଉଚ୍ଚନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି।

Related posts