Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ନଗର ଓ ବ୍ଲକ ସଭାପତିଙ୍କ ନାମ ଘୋଷଣା
ଆଜିର ଖବର

ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ନଗର ଓ ବ୍ଲକ ସଭାପତିଙ୍କ ନାମ ଘୋଷଣା

March 4, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାରିପଦା: ମୟୂରଭଞ୍ଜ ଜିଲ୍ଲା କଂଗ୍ରେସକୁ ତୃଣମୂଳସ୍ତରରୁ ଅଧିକ କ୍ରିୟାଶୀଳ, ସଶକ୍ତ ଓ ସୁଦୃଢ଼ କରାଇବା ନିମନ୍ତେ ଓଡ଼ିଶା ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ନଗର ଓ ବ୍ଲକ ସଭାପତିମାନଙ୍କ ନାମ ଘୋଷଣା କରିଛନ୍ତି।

୧- ବାରିପଦା ପୌରପରିଷଦ(ସାଧାରଣ) ସଭାପତି- ଆଇନଜୀବୀ ଶାନ୍ତନୁ କୁମାର ପାଲ

୨- ବାରିପଦା ବ୍ଲକ ସଭାପତି (ଆଦିବାସୀ)- ଚୈତନ୍ୟ ମାଝୀ

୩- ଶାମାଖୁଂଟା ବ୍ଲକ ସଭାପତି- ଦେବେନ୍ଦ୍ର ନାଥ ସିଂ

୪- କୁଳିଅଣା ବ୍ଲକ ସଭାପତି(ସାଧାରଣ) – ଅଜୟ ଦାସ

୫- ରାଇରଙ୍ଗପୁର ଟାଉନ- ଅଶୋକ ଅଗ୍ରୱାଲା

୬- ରାଇରଙ୍ଗପୁର ବ୍ଲକ(ଆଦିବାସୀ) – ସିମାଇ ମାଝୀ

୭- ବହଳଦା ବ୍ଲକ- ଗୌରୀଶଙ୍କର ପରମାଣିକ

୮- କୁସୁମୀ ବ୍ଲକ ସଭାପତି(ସାଧାରଣ) – ଅମିତାଭ ମହାନ୍ତି

୯- କପ୍ତିପଦା ବ୍ଲକ ସଭାପତି(ସାଧାରଣ)- ରବୀନ୍ଦ୍ର ନାଥ ପରିଡ଼ା

୧୦- ଯଶୀପୁର ବ୍ଲକ ସଭାପତି(ଓବିସି) ଚିତରଞ୍ଜନ ବେହେରା

୧୧- ଶୁକୃଳି ବ୍ଲକ- ମାନବେନ୍ଦ୍ର ତିରିଆ

୧୨- ଜାମଦା ବ୍ଲକ- ସାବ୍ୟସଚୀ ଖୁଂଟିଆ

୧୩- ରରୁଆଁ ବ୍ଲକ- ସୁଶୀଳ କୁମାର ଭଞ୍ଜ

୧୪- ବିଜାତୋଳା ବ୍ଲକ(ଆଦିବାସୀ)- ବେରାଲ ସିର୍କାଙ୍କ ନାମ ରହିଅଛି।

ଏହି ସମସ୍ତ ନଗର ଓ ବ୍ଲକ ସଭାପତିମାନେ ନଗର ଓ ବ୍ଲକସ୍ତରରେ କଂଗ୍ରେସ ଦଳକୁ ସୁସଙ୍ଗଠିତ କରାଇବା ନିମନ୍ତେ କାର୍ଯ୍ୟ କରିବାକୁଜିଲ୍ଲା ସଭାପତି ଶ୍ରୀଦାସ ଆହ୍ୱାନ ଦେଇଛନ୍ତି।

କଂଗ୍ରେସ ମୟୂରଭଞ୍ଜ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026
Latest News

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.