ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଜାଣନ୍ତୁ କେବେ

Published: Mar 8, 2021, 3:40 pm IST

ଭୁବନେଶ୍ବର, ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ 21 ତାରିଖରେ ଏତ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଁଚିବେ। ସେଠାରୁ ସେ ରାଜଭବନ ଆସି ରାତ୍ରୀ ଯାପନ କରିବେ। ଏହାପରେ ସେ ସକାଳୁ ହେଲିକାପ୍ଟରରେ କୋଣାର୍କ ଯିବେ। ସେଠାରୁ ରାଉରକେଲା ଯାଇ ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହାପରେ ସେ ନୂଆଦିଲ୍ଲୀ ଫେରିଯିବେ।

Related posts