Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଡଭାନୀ ବ୍ଲଗ୍‌ରେ ଲେଖିଥିବା ବିଚାରକୁ ଅର୍ଥପୂର୍ଣ୍ଣ କହିଲେ ମମତା
ଆଜିର ଖବର

ଆଡଭାନୀ ବ୍ଲଗ୍‌ରେ ଲେଖିଥିବା ବିଚାରକୁ ଅର୍ଥପୂର୍ଣ୍ଣ କହିଲେ ମମତା

April 5, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Told my party that I do not want to continue as CM': Mamata's stunning claim
Told my party that I do not want to continue as CM': Mamata's stunning claim

ବିଜେପିର ସଂସ୍ଥାପକ ସଦସ୍ୟ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ପାରମ୍ପରିକ ଆସନ ଗାନ୍ଧିନଗରରୁ ଏଥର ବିଜେପି ତରଫରୁ ଟିକେଟ ଦିଆଯାଇନାହିଁ। ଚଳିତ ଥର ଏହି ଆସନରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ନିର୍ବାଚନ ଲଢିବେ। ଏହି ଘୋଷଣା ପରେ ଆଡଭାନୀ ଏକ ବ୍ଲଗ୍‌ରେ ନିଜ ମନକଥା ଲେଖିଛନ୍ତି। ଏଥିରେ ମୋଦି ପ୍ରତିକ୍ରିୟା ରଖିଥିବାବେଳେ ଏହି ବ୍ଲଗ୍‌ରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ଆଡଭାନୀଙ୍କ ପରୋକ୍ଷ ଆଲୋଚନାକୁ ମମତା ସ୍ବାଗତ କରିବା ସହିତ ବରିଷ୍ଠ ଭାଜପା ନେତାଙ୍କ ବୟାନକୁ ଅର୍ଥପୂର୍ଣ୍ଣ କହିଛନ୍ତି। ମମତା ଏହି ପ୍ରସଙ୍ଗରେ ଟୁଇଟ୍‌ କରି କହିଛନ୍ତି ଯେ, ‘ବରିଷ୍ଠ ରାଜନେତା, ପୂର୍ବ ଉପ ପ୍ରଧାନମନ୍ତ୍ରୀ ତଥା ଭାଜପାର ସଂସ୍ଥାପକ ସଦସ୍ୟ ଆଡଭାନୀଜୀଙ୍କ ଦ୍ବାରା ଗଣତାନ୍ତ୍ରିକ ଶିଷ୍ଟାଚାର ଉପରେ ଦିଆଯାଇଥିବା ବିଚାରଟି ବେଶ୍‌ ଅର୍ଥପୂର୍ଣ୍ଣ। ସ୍ବର ଉଠାଇବା ସମସ୍ତ ବିରୋଧୀ ନେତା ରାଷ୍ଟ୍ର ବିରୋଧୀ ନୁହଁନ୍ତି। ଆମେ ସେମାନଙ୍କ ବୟାନକୁ ସ୍ବାଗତ କରିବା ସହିତ ବିନମ୍ରତାପୂର୍ବକ ତାଙ୍କ ପ୍ରତି ସମ୍ମାନ ଜଣାଉଛୁ।’ ଆଡଭାନୀ ଏହି ବ୍ଲଗ୍‌ରେ ବିଜେପିର ରାଜନୈତିକ ବିରୋଧୀ ଯେଉଁମାନେକି ବିଜେପିର ଜାତୀୟତା ନୀତି ସହିତ ଅମଙ୍ଗ ସେମାନଙ୍କୁ ଦେଶଦ୍ରୋହୀ କୁହାଯାଇପାରିବ ନାହିଁ କହିବା ସହିତ ଦେଶ ପ୍ରଥମେ, ପରେ ଦଳ ଏବଂ ତାପରେ ନିଜେ। ସ୍ବଚ୍ଛ ଏବଂ ଅବାଧ ନିର୍ବାଚନକୁ ବିଜେପି ସର୍ବଦା ପ୍ରାଧାନ୍ୟ ଦେଇଛି। ସତ୍ୟ, ଦେଶ ପ୍ରତି ନିଜର ନିଷ୍ଠା, ଗଣତନ୍ତ୍ର ଏବଂ ସାଂସ୍କୃତିକ ରାଷ୍ଟ୍ରବାଦକୁ ବିଜେପି ସର୍ବଦା ପ୍ରାଧାନ୍ୟ ଦେଇ ଆସିଛି ଏବଂ ଏହା ସୁଶାସନ ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି ଉଲ୍ଲେଖ କରିଥିଲେ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

mamata supports thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026
Latest News

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.