Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶାହରୁଖଙ୍କୁ ଦ ୟୁନିଭର୍ସିଟି ଅଫ୍‌ ଲ’ ତରଫରୁ ଡକ୍ଟରେଟ୍‌ ଉପାଧି
ଆଜିର ଖବର

ଶାହରୁଖଙ୍କୁ ଦ ୟୁନିଭର୍ସିଟି ଅଫ୍‌ ଲ’ ତରଫରୁ ଡକ୍ଟରେଟ୍‌ ଉପାଧି

April 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
bollywood actor shaharukha received doctorate degree from university of law
bollywood actor shaharukha received doctorate degree from university of law

ବଲିଉଡ୍‌ର ରୋମାନ୍ସ କିଙ୍ଗ୍‌ ଶାହରୁଖ୍‌ ଖାନ୍‌ ଦ ୟୁନିଭର୍ସିଟି ଅଫ୍‌ ଲଣ୍ଡନ୍‌’ ତରଫରୁ ଡକ୍ଟେରଟ୍‌ ଉପାଧି ପ୍ରାପ୍ତ କରିଛନ୍ତି। ଶାହରୁଖ୍‌ ଖାନ୍‌ ଏହି ଡିଗ୍ରୀ ଫିଲୋଥ୍ରୋଫି ବିଷୟରେ ପାଇଛନ୍ତି। ଏହି ସମ୍ପର୍କରେ ସୂଚନା ଦେଇ ଶାହରୁଖ୍‌ ନିଜ ଟୁଇଟର୍‌ ଆକାଉଣ୍ଟରେ ୟୁନିଭର୍ସିଟି ଅଫ୍‌ ଲକୁ ଧନ୍ୟବାଦ ଜଣାଇବା ସହିତ ସେଠାରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଉପାଧି ଦ୍ବାରା ତାଙ୍କ ଟିମ୍‌କୁ ନିଃର୍ସ୍ବାଥ କାମ ପାଇଁ ଆହୁରି ପ୍ରୋତ୍ସାହନ ମିଳିବ ବୋଲି ଶାହରୁଖ୍‌ କହିବା ସହିତ ଏହି ଟୁଇଟ୍‌ରେ ତାଙ୍କ ସଂସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ଶାହରୁଖ୍‌ ମୀର ନାମକ ଏକ ଏନ୍‌ଜିଓ ସଂସ୍ଥା ଚଳାଉଛନ୍ତି, ଯାହା ଏସିଡ୍‌ ପୀଡ଼ିତାଙ୍କ ପାଇଁ କାମ କରୁଛି। ଗତ ଗୁରୁବାର ଦିନ ଦ ୟୁନିଭର୍ସିଟି ଅଫ୍‌ ଲଣ୍ଡନଠାରେ ୩୫୦ଜଣ ଛାତ୍ରଙ୍କ ମଧ୍ୟରେ ଶାହରୁଖଙ୍କୁ ଏହି ଉପାଧି ମିଳିଛି।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

doctorate saharukhkhan thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026
Latest News

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.