Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଟୀକାର ଦ୍ଵିତୀୟ ଡୋଜ ପରେ ମଧ୍ୟ ଆକ୍ରାନ୍ତ ହେଲେ ନର୍ସ: ଜାଣନ୍ତୁ ଏହାକୁ ନେଇ ସେ କ’ଣ କହିଲେ
ଆଜିର ଖବର

କରୋନା ଟୀକାର ଦ୍ଵିତୀୟ ଡୋଜ ପରେ ମଧ୍ୟ ଆକ୍ରାନ୍ତ ହେଲେ ନର୍ସ: ଜାଣନ୍ତୁ ଏହାକୁ ନେଇ ସେ କ’ଣ କହିଲେ

March 22, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦୁଇଟି ଡ଼ୋଜ କରୋନା ଟୀକା ନେବା ପରେ ମଧ୍ୟ ଜଣେ ନର୍ସ ସଂକ୍ରମଣର ଶିକାର ହୋଇଛନ୍ତି। ଦିଲ୍ଲୀର ଏକ ସରକାରୀ ହସ୍ପିଟାଲର ନର୍ସ ଜଣଙ୍କ ପ୍ରଥମ ଡ଼ୋଜ ୧୮ ଜାନୁୟାରୀକୁ ନେଇଥିଲେ ଏବଂ ଦ୍ଵିତୀୟ ଡ଼ୋଜ ୧୭ ଫେବୃୟାରୀକୁ ନେଇଥିଲେ।

ତେବେ ଆଜି ଯେତେବେଳେ ସେ ହସ୍ପିଟାଲରେ କାମ କରୁଥିଲେ, ସେତେବେଳ ତାଙ୍କ ଶରୀରରେ ପୀଡା ଅନୁଭବ ହୋଇଥିଲା। ତେଣୁ ସେ କରୋନାର ଆଣ୍ଟିଜେନ ଟେଷ୍ଟ କରିଥିଲେ, ଯାହା ତାଙ୍କର ପଜିଟିଭ ଆସିଥିଲା।

କେନ୍ଦ୍ର ସରକାର ଗାଇଡ ଲାଇନ ଅନୁସାରେ, ଦ୍ଵିତୀୟ ଡୋଜ ନେବାର ୧୪ ଦିନ ପରେ ଟୀକା ନେଇଥିବା ବ୍ୟକ୍ତିଙ୍କୁ ସୁରକ୍ଷା ମିଳିଥାଏ। କିନ୍ତୁ ସେ ଦ୍ଵିତୀୟ ଡୋଜ ନେବାର ଏକ ମାସ ବିତିଯାଇଥିଲେ ମଧ୍ୟ କରୋନାରେ ସଂକ୍ରମଣ ହୋଇଛନ୍ତି। ବର୍ତ୍ତମାନ ସେ ହୋମ ଆଇସୋଲେସନରେ ଅଛନ୍ତି।

ହେଲେ ଆକ୍ରାନ୍ତ ହେବା ପରେ ନର୍ସଜଣଙ୍କ କହିଛନ୍ତି ଯେ, ଏଥିରେ କିଛି ଅସୁବିଧା ନାହିଁ। ଟୀକା ଲୋକଙ୍କୁ ୭୦ ପ୍ରତିଶତ ସୁରକ୍ଷା ଦେଇଥାଏ ଏବଂ ୩୦ ପ୍ରତିଶତ ସଂକ୍ରମଣ ହେବାର ସମ୍ଭାବନା ଥାଏ। ତେଣୁ ଟୀକା ନେବା ପରେ ମଧ୍ୟ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ଉପରେ ଲୋକଙ୍କୁ ଧ୍ୟାନ ରଖିବା ଆବଶ୍ୟକ ବୋଲି ନର୍ସ କହିଥିଲେ।

ଆଣ୍ଟିଜେନ ଟେଷ୍ଟ କରୋନା ଟୀକା ଦ୍ଵିତୀୟ ଡୋଜ ସଂକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026

ବୈଧ ବୀମା ନଥିବା ଗାଡ଼ି ଉପରେ କଡ଼ା ନଜର: ଜବତ ହେବ ଗାଡ଼ି

August 10, 2026

ଏଗ୍ରିଷ୍ଟାକ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ

August 10, 2026
Latest News

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026

ବୈଧ ବୀମା ନଥିବା ଗାଡ଼ି ଉପରେ କଡ଼ା ନଜର: ଜବତ ହେବ ଗାଡ଼ି

August 10, 2026

ଏଗ୍ରିଷ୍ଟାକ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ

August 10, 2026

ସ୍ୱାଧୀନତା ଦିବସ ପାଇଁ ବଡ଼ ପ୍ରସ୍ତୁତି: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.