Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏପ୍ରିଲ ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି: ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ କରିବାକୁ ନିର୍ଦ୍ଦେଶ
ଆଜିର ଖବର

ଏପ୍ରିଲ ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି: ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ କରିବାକୁ ନିର୍ଦ୍ଦେଶ

March 31, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏପ୍ରିଲ ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହି ଗାଇଡ୍‌ଲାଇନ୍‌ ଏପ୍ରିଲ ୧ରୁ ୩୦ ତାରିଖ ଯାଏଁ ଲାଗୁ ରହିବ। ସତର୍କତାର ସହ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ କରିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଏବଂ ମ୍ୟୁନିସ୍‌ପାଲ୍‌ କମିଶନର୍‌ଙ୍କ କ୍ଷମତା ପରିଧି ମଧ୍ୟରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିବାର ନିଷ୍ପତ୍ତି ରହିବ।

ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟ୍‌ମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି। ଘରକୁ ଘର ଯାଇ ସର୍ଭେ କରାଯିବ। ଆରଟିପିସିଆର ଟେଷ୍ଟକୁ ଅଧିକ କରାଯିବାକୁ ନିର୍ଦ୍ଦେଶ ହୋଇଛି। ମାସ୍କ, ସାନିଟାଇଜର ବ୍ୟବହାର କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ରହିଛି। ସାମାଜିକ, ରାଜନୈତିକ ଏବଂ ଧାର୍ମିକ ସମାବେଶରେ ୨୦୦ ଲୋକଙ୍କୁ ଅନୁମତି ରହିଛି। ଏନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ସୂଚନା ଦେଇଛନ୍ତି।

ଏପ୍ରିଲ ମାସ ଗାଇଡ୍‌ଲାଇନ୍‌ ସ୍ଵତନ୍ତ୍ର ରିଲିଫ କମିଶନର
Share. Facebook Twitter LinkedIn Email WhatsApp Copy Link

Related Posts

କାଜିରଙ୍ଗା ନିକଟରେ ଟ୍ରକ୍-ମିନିବସ୍ ଧକ୍କା: ୨୩ ମୃତ ଆଶଙ୍କା, ଅନେକ ଗୁରୁତର

November 13, 2026

ଆପଣଙ୍କ ଗାଡିର ବ୍ୟାଙ୍କ ଋଣ ସୁଝିବା ପରେ କରନ୍ତୁ ଏହି କାମ, ନଚେତ ରାସ୍ତାରେ ଭୋଗିବେ ଦଣ୍ଡ

November 13, 2026

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ: ଧରାଶାୟୀ ହେଲା ଭାରତ

November 13, 2026

ଡିକେ ଶିବକୁମାରଙ୍କ ସହ ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି

November 13, 2026
Latest News

କାଜିରଙ୍ଗା ନିକଟରେ ଟ୍ରକ୍-ମିନିବସ୍ ଧକ୍କା: ୨୩ ମୃତ ଆଶଙ୍କା, ଅନେକ ଗୁରୁତର

November 13, 2026

ଆପଣଙ୍କ ଗାଡିର ବ୍ୟାଙ୍କ ଋଣ ସୁଝିବା ପରେ କରନ୍ତୁ ଏହି କାମ, ନଚେତ ରାସ୍ତାରେ ଭୋଗିବେ ଦଣ୍ଡ

November 13, 2026

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ: ଧରାଶାୟୀ ହେଲା ଭାରତ

November 13, 2026

ଡିକେ ଶିବକୁମାରଙ୍କ ସହ ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି

November 13, 2026

ଭୁବନେଶ୍ବରରେ କେନ୍ଦ୍ର ସାହିତ୍ୟ ଏକାଡେମୀ କରିବ ସର୍ବ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ

November 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.