ଭୁବନେଶ୍ବର: ଉତ୍ତରାଖଣ୍ଡ କୁମ୍ଭମେଳାରୁ ଫେରିଥିବା ୧୩ ଜଣ ଶ୍ରଦ୍ଧାଳୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ରେଲୱେ ଷ୍ଟେସନରେ ୩୦ ଜଣ ଶ୍ରଦ୍ଧାଳୁ ପହଞ୍ଚିଥିଲେ। ସେଠାରେ ମୋଟ ୩୦ ଟି ନମୁନାରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ସୂଚନା ଦେଇଛି। କରୋନା ପଜିଟିଭ କୁମ୍ଭମେଳା ଶ୍ରଦ୍ଧାଳୁ
ମହଙ୍ଗା ସାବ୍ୟସ୍ତ ହେଲା ଅଧିନାୟକ ରିଷଭ ପନ୍ତଙ୍କ ଭୁଲ ନିଷ୍ପତ୍ତି: ଦକ୍ଷିଣ ଆଫ୍ରିକା ଠାରୁ ହାରିଲା ଭାରତNovember 9, 2025
ପ୍ରଚାର ଶେଷ ହେବାର କିଛି ସମୟ ପୂର୍ବରୁ ନୂଆପଡାବାସୀଙ୍କୁ ନବୀନ ଦେଲେ ବାର୍ତ୍ତା, ମନମୋହନଙ୍କ କାଉଣ୍ଟରNovember 9, 2025