Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇନ୍ଦିରାଙ୍କ ଆତ୍ମଜୀବନୀ ପାଇଁ ଜୟଲଳିତା ପ୍ରୋଜେକ୍ଟ ଛାଡିଲେ ବିଦ୍ୟା
ଆଜିର ଖବର

ଇନ୍ଦିରାଙ୍କ ଆତ୍ମଜୀବନୀ ପାଇଁ ଜୟଲଳିତା ପ୍ରୋଜେକ୍ଟ ଛାଡିଲେ ବିଦ୍ୟା

April 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜାତୀୟ ପୁରସ୍କାର ବିଜୟିନୀ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ୍‌ଙ୍କୁ ପ୍ରଥମେ ଜୟଲଳିତାଙ୍କ ଆତ୍ମଜୀବନୀ ଅଫର କରାଯାଇଥିଲା। ମାତ୍ର ଇନ୍ଦିରା ଗାନ୍ଧୀଙ୍କ ଉପରେ ଏକ ଓ୍ବେବ୍‌ ସିରିଜ୍‌ ନିମନ୍ତେ ଅନୁବନ୍ଧିତ ହୋଇସାରିଥିବାରୁ ପ୍ରକଳ୍ପ ହାତଛଡା କରିଥିଲେ ବିଦ୍ୟା। ବିଦ୍ୟା ତାମିଲନାଡୁର ଅଟନ୍ତି ତେଣୁ ଆମ୍ମାଙ୍କ ଚରିତ୍ର ପାଇଁ ବିଦ୍ୟା ପ୍ରଥମ ଚଏସ୍‌ ରହିଥିଲେ। ମାତ୍ର ନିଜ ସ୍ବାମୀ ତଥା ୟୁଟିଭି ସିଇଓ ସିଦ୍ଧାର୍ଥ ରାୟ କପୁର ଇନ୍ଦିରା ଗାନ୍ଧୀଙ୍କ ଜୀବନି ଉପରେ ଏକ ଓ୍ବେବ୍‌ ସିରିଜ୍‌ ନିର୍ମାଣ କରୁଥିବାରୁ ବିଦ୍ୟା ଇନ୍ଦିରାଙ୍କ ଚରିତ୍ରକୁ ପ୍ରାଧାନ୍ୟ ଦେଇଥିଲେ। ଏହାପରେ ଜୟଲଳିତାଙ୍କ ଚଳଚିତ୍ରଟି କଙ୍ଗନାଙ୍କ ହାତକୁ ଯାଇଥିଲା ବୋଲି ଚଳଚିତ୍ରର ନିର୍ଦ୍ଦେଶକ ଏ ଏଲ୍‌ ବିଜୟ ପ୍ରକାଶ କରିଛନ୍ତି। ଏହି ଓ୍ବେବ୍‌ ସିରିଜ୍‌ର କାମ ନସରିବା ପର୍ଯ୍ୟନ୍ତ ବିଦ୍ୟା ଅନ୍ୟ କୌଣସି ପ୍ରକଳ୍ପକୁ ସମ୍ମତି ପ୍ରଦାନ କରିବାକୁ ଚାହୁଁ ନାହାନ୍ତି, ଏବଂ ଇନ୍ଦିରାଙ୍କ ଚାଲିଚଳଣି, କଥାବାର୍ତ୍ତା ଭାଷଣ ଦେବାର ଶୈଳୀକୁ ଶିଖୁଛନ୍ତି। ସୂଚନାଯୋଗ୍ୟ ଯେ, କିଛି ବର୍ଷ ପୂର୍ବରୁ ଏନ୍‌ ଚନ୍ଦ୍ରା ମନୀଷା କୋଇରାଲାଙ୍କୁ ନେଇ ଇନ୍ଦିରାଙ୍କ ଉପରେ ଚଳଚିତ୍ର ନିର୍ମାଣ କରିବାକୁ ଚାହୁଁଥିଲେ ଯାହାକି ସମ୍ଭବ ହୋଇ ପାରିନଥିଲା।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

biopic indiragandhi thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026
Latest News

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.