Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡ଼ିର ଇସ୍ତାହାର ‘ନବୀନ ଓଡ଼ିଶାର ପରିଚୟ’ ଉନ୍ମୋଚିତ
ଆଜିର ଖବର

ବିଜେଡ଼ିର ଇସ୍ତାହାର ‘ନବୀନ ଓଡ଼ିଶାର ପରିଚୟ’ ଉନ୍ମୋଚିତ

April 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
bjd release manifesto today
bjd release manifesto today

ବିଜେଡ଼ି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ବିଜେଡ଼ିର ନିର୍ବାଚନ ଇସ୍ତାହାର ୨୦୧୯କୁ ଉନ୍ମୋଚିତ କରିଛନ୍ତି। ଏହି ଇସ୍ତାହାରରେ ସବୁ ବର୍ଗକୁ ଗୁରୁତ୍ବ ଦେବା ସହିତ ଜନମତ ଆଧାରରେ ଏହା ପ୍ରସ୍ତୁତ କରାଯାଇଛି। ବିଜେଡ଼ି ସବୁବେଳେ ପ୍ରତିଶ୍ରୁତି ରକ୍ଷା କରି ଆସିଛି, ବିଜେପି ଭଳି ଏଥିରେ ମିଥ୍ୟା ପ୍ରତିଶ୍ରୁତି ନାହିଁ। ଇସ୍ତାହାର ସମ୍ପର୍କରେ ସୂଚନା ଦେଇଛନ୍ତି ଅମର ପଟ୍ଟନାୟକ। ଇସ୍ତାହାରରେ ସବୁ ବର୍ଗକୁ ଗୁରୁତ୍ବ ଦିଆଯାଇଛି। ଘରଘର ବୁଲି ମତ ନେବା ପରେ ଏହି ଇସ୍ତାହାରକୁ ପ୍ରସ୍ତୁତ କରାଯାଇଛି। ଏହି ଇସ୍ତାହାରର ଶୀର୍ଷକ ରହିଛି ‘ନବୀନ ଓଡ଼ିଶାର ପରିଚୟ’। ମହିଳାମାନଙ୍କୁ ୫ ହଜାର କୋଟିର ସରକାରୀ କାମ, ସ୍ଥାନୀୟ ଯୁବକଙ୍କ ପାଇଁ ରହିବ ୭୫ ପ୍ରତିଶତ ସଂରକ୍ଷଣ , କାଳିଆ କମିଶନ ଗଠନ ,  ଭୁବନେଶ୍ବର ଓ କଟକ ପାଇଁ ମେଟ୍ରୋ ରେଳ, କାଳିଆ ଯୋଜନା ଜାରି ରହିବ, ବର୍ଷକୁ ଚାଷୀଙ୍କୁ ୧୦,୦୦୦ଟଙ୍କା , ଭୂମିହୀନଙ୍କୁ ୧୨ ହଜାରଟଙ୍କା, ଓଡ଼ିଶାର ବିଶ୍ବବିଦ୍ୟାଳୟ, କଲେଜରେ ମାଗଣା ଓ୍ବାଇଫାଇ, ଛାତ୍ରଛାତ୍ରୀଙ୍କୁ ୧ ଜିବି ଇଣ୍ଟରନେଟ୍‌ ମାଗଣା, ମେକ୍‌ଇନ୍‌ ଓଡ଼ିଶା ମାଧ୍ୟମରେ ୩୦ ଲକ୍ଷ ନିଯୁକ୍ତି, ବିନା ସୁଧରେ ମିଳିବ ଶିକ୍ଷାଋଣ, ଆଞ୍ଚଳିକ ବୈଷ୍ୟମତା ଦୂର କରିବା ପାଇଁ ଊନ୍ନୟନ ପରିଷଦ, ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ପାଇଁ ଦାବି ଆଦି ବିଷୟକୁ ଅଗ୍ରାଧିକାର ଦିଆଯାଇଛି। ଏହି ଅବସରରେ ନବୀନ ବିଜେପିକୁ କଡା ସମାଲୋଚନା କରିବା ସହିତ  ବିଜେଡ଼ି ଯାହା ପ୍ରତିଶୃତି ଦେଇଆସିଛୁ ତାହାକୁ ପୂରଣ କରିଛି ବୋଲି କହିଛନ୍ତି।

BJD manifesto release thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

June 20, 2026
Latest News

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.