Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାବଧାନ, ଟିକା ସାର୍ଟିଫିକେଟକୁ ଦୟାକରି ଆପଣଙ୍କ ସୋସିୟାଲ ମିଡିଆରେ ସେୟାର କରନ୍ତୁ ନାହିଁ
ଆଜିର ଖବର

ସାବଧାନ, ଟିକା ସାର୍ଟିଫିକେଟକୁ ଦୟାକରି ଆପଣଙ୍କ ସୋସିୟାଲ ମିଡିଆରେ ସେୟାର କରନ୍ତୁ ନାହିଁ

June 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ସାବଧାନ, ଟିକା ସାର୍ଟିଫିକେଟକୁ ଦୟାକରି ଆପଣଙ୍କ ସୋସିୟାଲ ମିଡିଆରେ ସେୟାର କରନ୍ତୁ ନାହିଁ

କଟକ, ଆପଣ ଟିକା ନେବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଏକ ସାର୍ଟିଫିକେଟ୍ ବା ପ୍ରମାଣପତ୍ର ଆସିବ। ତାହାକୁ ଡାଉନଲୋଡ କରି ଆପଣ ଆପଣଙ୍କର ପାଖରେ ରଖନ୍ତୁ। କେବେ ହେଲେ ଏହି ସାର୍ଟିଫିକେଟକୁ ଆପଣଙ୍କ ସୋସିୟାଲ ମିଡିଆରେ ସେୟାର କରନ୍ତୁ ନାହିଁ। ଏହିପରି ସତର୍କ କରାଇଛି କଟକ କମିଶନରେଟ ପୋଲିସ।

ପୋଲିସ ତରଫରୁ କୁହାଯାଇଛି, ଏହି ଟିକା ସାର୍ଟିପିକେଟରେ ଏକ QR କୋଡ ରହିଛି। ଏହି କୋର୍ଡଟି ସୋସିଆଲ ମିଡିଆରେ ସେୟାର ହେଲେ ହୁଏତ କିଛି ଅସୁବିଧା ହୋଇପାରେ। କାରଣ ଏହି QR କେତେକ ଲୁକାୟିତ ତଥ୍ୟ ରଖାଯାଇଛି। ଏହା ସାଇବର ହାକରମାନେ ପାଇଗଲେ ସେମାନେ ହୁଏତ ବ୍ଲାକ ମେଲିଂ କରିପାରନ୍ତି। ସେଥିପାଇଁ ଏହାକୁ ସେୟାର ନ କରିବା ପାଇଁ ପୋଲିସ ତରଫରୁ ସତର୍କ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ିବା ଲକ୍ଷ୍ୟ: ବିସ୍ତୃତ ଆଲୋଚନା କଲେ ଆଇନ ମନ୍ତ୍ରୀ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ ହତ୍ୟା ଷଡଯନ୍ତ୍ର!: ଜୈଶ ଆତଙ୍କବାଦୀ ଗିରଫ

July 31, 2026
Latest News

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ିବା ଲକ୍ଷ୍ୟ: ବିସ୍ତୃତ ଆଲୋଚନା କଲେ ଆଇନ ମନ୍ତ୍ରୀ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ ହତ୍ୟା ଷଡଯନ୍ତ୍ର!: ଜୈଶ ଆତଙ୍କବାଦୀ ଗିରଫ

July 31, 2026

Odisha CM Meets Amit Shah: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.