Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କିଛି ସମୟ ପରେ କଟକରେ ପହଞ୍ଚିବ ଦେବାଶିଷ ପାଣିଗ୍ରାହୀଙ୍କ ମରଶରୀର
ଆଜିର ଖବର

କିଛି ସମୟ ପରେ କଟକରେ ପହଞ୍ଚିବ ଦେବାଶିଷ ପାଣିଗ୍ରାହୀଙ୍କ ମରଶରୀର

June 19, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
କିଛି ସମୟ ପରେ କଟକରେ ପହଞ୍ଚିବ ଦେବାଶିଷ ପାଣିଗ୍ରାହୀଙ୍କ ମରଶରୀର

କଟକ, ଆଉ କିଛି ସମୟ ମଧ୍ୟରେ ବରିଷ୍ଠ ଆଇପିଏସ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମରଶରୀର କଟକରେ ପହଞ୍ଚିବ। ଗତକାଲି ରାତିରେ ତାଙ୍କର କୋଲକତାର ଏକ ଘରୋଇ ହସପିଟାଲରେ ଦେହାନ୍ତ ହୋଇଥିଲା। ଏହାପରେ ରାତିରେ ଏକ ସ୍ବତନ୍ତ୍ର ଗାଡିରେ ତାଙ୍କର ମରଶରୀର କଟକ ଅଣାଯାଉଛି।

କଟକ ଆସିବା ରାସ୍ତାରେ ବାଲେଶ୍ବରରେ କିଛି ସମୟ ପାଇଁ ତାଙ୍କର ଶେଷ ଦର୍ଶନ କରିଥିଲେ। ବାଲେଶ୍ବର ଭିଜିଲାନସ ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ସେଠାରେ ଶେଷ ଦର୍ଶନ କରିଥିଲେ। ସେହିପରି କଟକ ଆସିବା ପରେ ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯିବ। ଏହାପରେ କଟକ ସତୀଚଉରାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଲା, ଉବର ଏବଂ ରାପିଡୋ ପାଇଁ ପରିବହନ ବିଭାଗର ନିର୍ଦ୍ଦେଶ: ଆସନ୍ତା ୧ ରୁ କଠୋର ନିୟମ

August 19, 2026

ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା: ବିପଦ ସଙ୍କେତଠାରୁ ମାତ୍ର ୧୦ ସେମି ଦୂରରେ ଜଳସ୍ତର, ଉତ୍ତର ବାଲେଶ୍ୱରରେ ଛନକା

August 19, 2026

ଆଜମ ଖାନଙ୍କ ଜୌହର ବିଶ୍ୱବିଦ୍ୟାଳୟରେ ଇଡି ର କାର୍ଯ୍ୟାନୁଷ୍ଠାନ: ୧୦ଟି ସ୍ଥାନରେ ଚଢାଉ

August 19, 2026

୧୨ ସପ୍ତାହ ନୁହେଁ, ଏଣିକି ୩୬୫ ଦିନ ମାତୃତ୍ୱ ଛୁଟି! ମହିଳାଙ୍କ ପାଇଁ ବଡ଼ ଘୋଷଣା

August 19, 2026
Latest News

ଓଲା, ଉବର ଏବଂ ରାପିଡୋ ପାଇଁ ପରିବହନ ବିଭାଗର ନିର୍ଦ୍ଦେଶ: ଆସନ୍ତା ୧ ରୁ କଠୋର ନିୟମ

August 19, 2026

ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା: ବିପଦ ସଙ୍କେତଠାରୁ ମାତ୍ର ୧୦ ସେମି ଦୂରରେ ଜଳସ୍ତର, ଉତ୍ତର ବାଲେଶ୍ୱରରେ ଛନକା

August 19, 2026

ଆଜମ ଖାନଙ୍କ ଜୌହର ବିଶ୍ୱବିଦ୍ୟାଳୟରେ ଇଡି ର କାର୍ଯ୍ୟାନୁଷ୍ଠାନ: ୧୦ଟି ସ୍ଥାନରେ ଚଢାଉ

August 19, 2026

୧୨ ସପ୍ତାହ ନୁହେଁ, ଏଣିକି ୩୬୫ ଦିନ ମାତୃତ୍ୱ ଛୁଟି! ମହିଳାଙ୍କ ପାଇଁ ବଡ଼ ଘୋଷଣା

August 19, 2026

ଦଶହରା ଛୁଟିରେ ଭ୍ରମଣ କରନ୍ତୁ କାଶୀ ଏବଂ ଅଯୋଧ୍ୟା: ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ ଆଣିଲା IRCTC

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.