Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ ଟିକା ଦ୍ବାରା ଯୌନ କ୍ଷମତା ହ୍ରାସ ଖବରକୁ ନେଇ କଣ କହିଲେ କେନ୍ଦ୍ର ସରକାର ଜାଣନ୍ତୁ
ଆଜିର ଖବର

କୋଭିଡ ଟିକା ଦ୍ବାରା ଯୌନ କ୍ଷମତା ହ୍ରାସ ଖବରକୁ ନେଇ କଣ କହିଲେ କେନ୍ଦ୍ର ସରକାର ଜାଣନ୍ତୁ

June 22, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
କୋଭିଡ ଟିକା ଦ୍ବାରା ଯୌନ କ୍ଷମତା ହ୍ରାସ ଖବରକୁ ନେଇ କଣ କହିଲେ କେନ୍ଦ୍ର ସରକାର ଜାଣନ୍ତୁ

ନୂଆଦିଲ୍ଲୀ, କୋଭିଡ ଟିକା ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବନ୍ଧ୍ୟାତ୍ୱ ସୃଷ୍ଟି କରିଥାଏ। ଏଥିରେ ମଣିଷର ଯୌନ କ୍ଷମତା ହ୍ରାସ ପାଇଥାଏ । ଏ ନେଇ କେତେକ ଗଣମାଧ୍ୟମର ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ଏହା ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହା ଭିତ୍ତିହୀନ। ଏହାର କୌଣସି ବୈଜ୍ଞାନିକ କାରଣ ନାହିଁ । ମନ୍ତ୍ରଣାଳୟ କହିଛି ଯେ ଏହି ଟିକା ପ୍ରଥମେ ପଶୁମାନଙ୍କ ଉପରେ ପରୀକ୍ଷା କରାଯାଇଥିଲା। ଏହାର ଫଳାଫଳ ଭଲ ଦେଖାଇବା ପରେ ହିଁ ଏହା ମଣିଷଙ୍କୁ ଦିଆଯାଉଛି।

ମନ୍ତ୍ରଣାଳୟ କହିଛି ଯେ ଟୀକାକରଣର ନିରାପତ୍ତା ଏବଂ ଉପଯୋଗୀତା ପରୀକ୍ଷା କରିବା ପରେ ଏହା ସାର୍ବଜନୀନ କରାଯାଇଛି। ପୋଲିଓ ଏବଂ କେତେକ ରୋଗର ମୁକାବିଲା ପାଇଁ ଟୀକାକରଣ ଅଭିଯାନ ସମୟରେ ମଧ୍ୟ ଏପରି ଭୁଲ ତଥ୍ୟ ଏବଂ ଗୁଜବ ସୃଷ୍ଟି ହୋଇଥିଲା। ମନ୍ତ୍ରଣାଳୟ କହିଛି ଯେ କୋଭିଡ ଟିକା ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ସ୍ପଷ୍ଟ କରିଛନ୍ତି ଯେ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଏହି ଟିକା ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ।

କରୋନା ଟିକା କୋଭିଡ଼ ଟିକା
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Latest News

+2 Result Date: ଦିନକ ପରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ, ମନ୍ତ୍ରୀ କଲେ ଘୋଷଣା

May 18, 2026

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.