Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଆଇସି କମିଟିରୁ ରାଜୁ କୁଲ୍‌କର୍ଣ୍ଣୀଙ୍କ ଇସ୍ତଫା
ଆଜିର ଖବର

ସିଆଇସି କମିଟିରୁ ରାଜୁ କୁଲ୍‌କର୍ଣ୍ଣୀଙ୍କ ଇସ୍ତଫା

April 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
RAJU KULKARNI RESIGNS FROM CEC
RAJU KULKARNI RESIGNS FROM CEC

ପୂର୍ବତନ ଭାରତୀୟ ପେସ୍‌ ବୋଲର ରାଜୁ କୁଲକର୍ଣ୍ଣୀ ମୁମ୍ବାଇ କ୍ରିକେଟ ସଂଘ(ଏମ୍‌ସିଏ)ର କ୍ରିକେଟ ଉପଦେଷ୍ଟା କମିଟିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏମ୍‌ସିଏର ଆଡ୍‌ ହକ୍‌ କମିଟିକୁ ନିଜର ଇସ୍ତଫା ପତ୍ର ପଠାଇଥିବା ରାଜୁ କହିଛନ୍ତି କ୍ରିକେଟ ସିଜିନ୍‌ ଅଧାରୁ ଅବସର ନେଇ ମୁଁ ମୁମ୍ବାଇ ଦଳକୁ ଅସୁବିଧାରେ ପକାଇବାକୁ ଚାହୁଁନାହିଁ। କୁଲକର୍ଣ୍ଣୀଙ୍କ ଇସ୍ତଫା ପରେ ପୂର୍ବତନ ଅଫ ସ୍ପିନର କିରଣ ମୋକାସି ବର୍ତ୍ତମାନ ଏକମାତ୍ର ସଦସ୍ୟ ଭାବରେ ଏହି ଟିମ୍‌ରେ ରହିଛନ୍ତି। ସିଇସି କମିଟିରୁ ପୂର୍ବରୁ ତିନି ସଦସ୍ୟ ଇସ୍ତଫା ପ୍ରଦାନ କରି ସାରିଥିଲେ। କର୍ଷଣ ଘାବ୍ରି ଜାନୁୟାରୀ ମାସରେ ଇସ୍ତଫା ପ୍ରଦାନ କରିଥିବା ବେଳେ ପୂର୍ବତନ ଅଧିନାୟକ ଆମୋଲ ମଜୁମଦାର ଏବଂ ଓପ୍‌ନର ସାହିଲ କୁକ୍ରେଜା ମନୋନୟନ କମିଟି ସହିତ ମନୋମାଳିନ୍ୟ ଯୋଗୁଁ ଗତ ମାସରେ ଇସ୍ତଫା ପ୍ରଦାନ କରିଥିଲେ। ଆସନ୍ତା ମାସରେ ମୁମ୍ବାଇ ଟି-୨୦ ଲିଗ୍‌ ଆରମ୍ଭ ହେବାକୁ ଥିବା ବେଳେ ଏମ୍‌ସିଏ ଏହାକୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ବନ୍ଦ ରଖିଛି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

quits thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026
Latest News

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.