Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ପୋଲିସରେ 244ଟି କନେଷ୍ଟବଳ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି, ଆବେଦନ ଶେଷ ତାରିଖ ଅକ୍ଟୋବର 4 ତାରିଖ
ଆଜିର ଖବର

ଓଡିଶା ପୋଲିସରେ 244ଟି କନେଷ୍ଟବଳ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି, ଆବେଦନ ଶେଷ ତାରିଖ ଅକ୍ଟୋବର 4 ତାରିଖ

September 9, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶା ପୋଲିସରେ 244ଟି କନେଷ୍ଟବଳ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି, ଆବେଦନ ଶେଷ ତାରିଖ ଅକ୍ଟୋବର 4 ତାରିଖ

କଟକ, ଓଡିଶା ପୋଲିସରେ 244ଟି କନେଷ୍ଟବଳ ନିଯୁକ୍ତି ପାଇଁ ଓଡିଶା ପୋଲିସ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ବିଜ୍ଞପ୍ତି ଅନୁସାରେ କେବଳ ଅନଲାଇନରେ ପ୍ରାର୍ଥୀପତ୍ର ଆବେଦନ କରିପାରିବେ। ଚଳିତ ମାସ 13 ତାରିଖରେ ଏହି ଆବେଦନ ପକ୍ରିୟା ଆରମ୍ଭ ହେବ। ଯାହା ଅକ୍ଟୋବର 4 ତାରିଖ ଆବେଦନର ଶେଷ ଦିନ ବୋଲି କୁହାଯାଇଛି।

ଏ ସଂପର୍କରେ ବିସ୍ତୁତ ବିବରଣୀ ପୋଲିସ ବିଭାଗର ୱେବ ସାଇଟରେ ଉପଲବ୍ଧ ଅଛି। ବିସ୍ତୁତ ଖବର ଜାଣିବା ପାଇଁ କ୍ଲିକ କରନ୍ତୁ ସମୀକ୍ଷା.ଭାରତ।

ତେବେ ଏହି ପଦବୀ ପାଇଁ ପ୍ଲସ ଟୁ ବିଜ୍ଞାନ ସର୍ବନିମ୍ନ ଯୋଗ୍ୟତା ରଖାଯାଇଛି। ସେହିପରି ବୟସ ସୀମା 18 ରୁ 23 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

କନେଷ୍ଟବଳ ନିଯୁକ୍ତି ବିଜ୍ଞାପନ ପୋଲିସ ନିଯୁକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

“କଂଗ୍ରେସ ସମ୍ପର୍କରେ ବହୁତ ବିଜେପି ନେତା”: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଦାବି

September 13, 2026

ଛୁରୀରେ ବେକ କାଟି ସ୍ତ୍ରୀକୁ ନିର୍ମମ ଭାବେ ମାରିଦେଲା ସ୍ୱାମୀ

September 13, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାୟଗଡ଼ା–କୋରାପୁଟ–ଜୟପୁର ରେଳ ସେକ୍ସନ୍ ପରିଦର୍ଶନ

September 13, 2026

ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତରେ ୨.୪୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶକୁ ସ୍ୱାଗତ କଲେ ବ୍ରହ୍ମପୁର ସାଂସଦ

September 13, 2026
Latest News

“କଂଗ୍ରେସ ସମ୍ପର୍କରେ ବହୁତ ବିଜେପି ନେତା”: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଦାବି

September 13, 2026

କାଜାଖସ୍ତାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026

ଛୁରୀରେ ବେକ କାଟି ସ୍ତ୍ରୀକୁ ନିର୍ମମ ଭାବେ ମାରିଦେଲା ସ୍ୱାମୀ

September 13, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାୟଗଡ଼ା–କୋରାପୁଟ–ଜୟପୁର ରେଳ ସେକ୍ସନ୍ ପରିଦର୍ଶନ

September 13, 2026

ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତରେ ୨.୪୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶକୁ ସ୍ୱାଗତ କଲେ ବ୍ରହ୍ମପୁର ସାଂସଦ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.