Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା କୃଷକ ସଭା ପକ୍ଷରୁ ନିରାକାରପୁର ଷ୍ଟେସନରେ ରେଳରୋକ ଓ ପ୍ରତିବାଦ
ଆଜିର ଖବର

ଓଡିଶା କୃଷକ ସଭା ପକ୍ଷରୁ ନିରାକାରପୁର ଷ୍ଟେସନରେ ରେଳରୋକ ଓ ପ୍ରତିବାଦ

October 18, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନିରାକାରପୁର: ଅହେତୁକ ଦରଦାମ ବୃଦ୍ଧି, ଚାଷୀ ମାରଣ ନୀତି ଓ କେନ୍ଦ୍ର ମନ୍ତ୍ରୀଙ୍କ ପୂଅ ଚାଷୀ ମାନଙ୍କୁ ଗାଡି ଚଢାଇ ହତ୍ୟା କରିଥିବା ଆଦି ଦାବି ନେଇ ଓଡିଶା କୃଷକ ସଭା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇ ରେଳରୋକ କରାଯାଇଛି। ରେଳରୋକକୁ ସାରାଦେଶରେ ବାମପନ୍ଥୀ ଦଳ ରେଳରୋକ ଅରିବାକୁ ସମର୍ଥନ ଜଣାଇଛନ୍ତି। ଏହି ରେଳରୋକକୁ ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାର ବାମପନ୍ଥୀ ନେତା ଓ କର୍ମୀ ମାନେ ନିରାକାରପୁର ଷ୍ଟେସନ ଉପରେ ରେଳଧାରଣାରେ ବସି ରହି ରେଳରୋକ କରି ପ୍ରତିବାଦ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତିକୁ ଦୃଢ ଭାବରେ ବିରୋଧ କରିଛି ବାମପନ୍ଥୀ ସମର୍ଥକ ଓଡିଶା କୃଷକ ସଭା। ନିକଟ ଅତିତରେ ଚାଷୀମାନେ ବସି ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କ ପୂଅ ଯେଉଁ ଭଳି ଭାବରେ ଗାଡି ଚଢ଼ାଉ ଚାଷୀ ମାନଙ୍କୁ ହତ୍ୟା କଲେ ତାହାକୁ ନେଇ ରେଳରୋକ କରି ଦୃଢ ପ୍ରତିବାଦ କରାଯାଇଛି। ଓଡିଶା କୃଷକ ସଭା ପକ୍ଷରୁ ବାମପନ୍ଥୀ ଦଳର ନେତା ଓ ଦଳର କର୍ମକର୍ତ୍ତା ମାନେ ନିରାକାରପୁର ଷ୍ଟେସନରେ ରାସ୍ତା ଉପରେ ବସିରହି ବିକ୍ଷୋଭ କରିଛନ୍ତି। ରେଳ ଧାରଣାର ଉଭୟ ପାର୍ଶ୍ୱରେ ଦୁଇଟି ମାଲ ବୋଝେଇ ଗାଡି ଅଟକି ରହିଛି। ପ୍ରାୟ ଦୁଇଘଣ୍ଟା ଧରି ରେଳରୋକ କରାଯାଇଛି। ଖୋର୍ଦ୍ଧା ରେଳବାଇ ପୋଲିସ ଓ ନିରାକାରପୁର ପୋଲିସ ପହଞ୍ଚି ଆନ୍ଦୋଳନ କାରୀ ମାନଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଓଡିଶା କୃଷକ ସଭା କେନ୍ଦ୍ର ସରକାର ଚାଷୀ ମାରଣ ନୀତି ନିରାକାରପୁର ପ୍ରତିବାଦ ରେଳ ଷ୍ଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଲକ୍ଷ୍ନୌ ବନାମ ଦିଲ୍ଲୀ ମ୍ୟାଚ୍ କିପରି ମାଗଣାରେ ଲାଇଭ୍ ଦେଖିବେ?: ଜାଣନ୍ତୁ….

April 1, 2026

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

April 1, 2026

୭୮ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କଲେ ଡିଜିପି

April 1, 2026

ଭିଡ଼ିଓ ବାର୍ତ୍ତା ଜରିଆରେ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

April 1, 2026
Latest News

ଆଜି ଲକ୍ଷ୍ନୌ ବନାମ ଦିଲ୍ଲୀ ମ୍ୟାଚ୍ କିପରି ମାଗଣାରେ ଲାଇଭ୍ ଦେଖିବେ?: ଜାଣନ୍ତୁ….

April 1, 2026

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

April 1, 2026

୭୮ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କଲେ ଡିଜିପି

April 1, 2026

ଭିଡ଼ିଓ ବାର୍ତ୍ତା ଜରିଆରେ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

April 1, 2026

ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.