Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ପ୍ରାଚୀନ କଳାକୃତିକୁ ସ୍ୱଦେଶ ଫେରାଇ ଆଣିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଭାରତର ପ୍ରାଚୀନ କଳାକୃତିକୁ ସ୍ୱଦେଶ ଫେରାଇ ଆଣିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର ପ୍ରଧାନ

November 11, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: କାନାଡ଼ାରୁ ଭାରତ ଫେରାଇ ଅଣାଯାଇଥିବା ମାଆ ଅନ୍ନପୂର୍ଣ୍ଣାଙ୍କ ୧୦୦ ବର୍ଷର ପ୍ରାଚୀନ ଦୁର୍ଲଭ ମୂର୍ତ୍ତିକୁ ଉତ୍ତରପ୍ରଦେଶ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ
ନୂଆଦିଲ୍ଲୀ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି। ଭାରତର ପ୍ରାଚୀନ କଳାକୃତିକୁ ସୁରକ୍ଷିତ ଭାବରେ ସ୍ୱଦେଶ ଫେରାଇ ଆଣିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ନିରନ୍ତର ଉଦ୍ୟମ କାରଣରୁ ଆଜି ଭାରତର ଅନେକ ଐତିହାସିକ କଳାକୃତିକୁ ଫେରାଇ ଅଣାଯାଉଛି। କାନାଡ଼ାରୁ ମାଆ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ସୁରକ୍ଷିତ ଭାବରେ ଅଣାଯିବା ଏବଂ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ପୁନଃସ୍ଥାପନା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପଥ ପରିଷ୍କାର କରାଯାଇଛି।

୧୦୦ ବର୍ଷ ପୁରୁଣା ମାଆ ଅନ୍ନପୂର୍ଣ୍ଣାଙ୍କ ଏହି ମୂର୍ତିକୁ ବାରଣାସୀର ଏକ ମନ୍ଦିରରୁ ଚୋରି କରାଯାଇଥିଲା, ଯାହା କାନାଡାରେ ଅବସ୍ଥାପିତ ଥିଲା। ଭାରତ ସରକାରଙ୍କ ଉଦ୍ୟମରେ କାନାଡା ସରକାରଙ୍କ ସହଯୋଗରେ ଏହାକୁ ସ୍ୱଦେଶକୁ ଫେରାଇ ଅଣାଯାଇଛି। ଏହି ମୂର୍ତ୍ତିକୁ ୟୁପି ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ଏକ ୪ ଦିନିଆ ଯାତ୍ରାର ଆୟୋଜନ ସହ ରଥରେ ମାଆଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

୧୪ ନଭେମ୍ବରରେ ଏହି ଯାତ୍ରା ଶେଷ ହେବା ଅବସରରେ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଏହି ମୂର୍ତ୍ତିର ପୁନଃ ସ୍ଥାପନ କରାଯିବ। ବିଶ୍ୱଶକ୍ତି ଅନ୍ନପୂର୍ଣ୍ଣେଶ୍ୱରୀ ଦେବୀଙ୍କ ମହେଶ୍ୱର ମହାଦେବଙ୍କ ନଗରୀ କାଶିରେ ଆଗମନକୁ ନେଇ ସମଗ୍ର ଦେଶବାସୀଙ୍କୁ ଖୁସି ଦେଇଛି। ଭାରତୀୟ ସଭ୍ୟତା, କଳା ଏବଂ ସାଂସ୍କୃତିକ ଐତିହ୍ୟର ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ଏହିଭଳି ପ୍ରାଚୀନ ମୂର୍ତି ତଥା କଳାକୃତିକୁ ସୁରକ୍ଷିତ ଭାବରେ ଭାରତକୁ ଆଣିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ଭାରତ ମୋଦି ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଦିତ୍ୟ ଅଲୁମିନିୟମ୍‌ ତରଫରୁ ଦିବ୍ୟାଙ୍ଗ ଦିବସ ପାଳିତ, ଶିଶୁମାନଙ୍କ କମ୍ୟୁନିଟ ସେଣ୍ଟରର ଭୂମିପୂଜା

December 3, 2025

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ହିନ୍ଦୁ ଦେବତାଙ୍କ ଉପରେ ମନ୍ତବ୍ୟକୁ ନେଇ ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିନ୍ଦା

December 3, 2025

Fake News: ଲୋକସଭାରେ ଫେକ ନ୍ୟୁଜ୍ ଉପରେ ଉତ୍ତର ରଖିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

December 3, 2025

Swamijee Public School: ରଂଗାରଂଗ ପରିବେଶରେ ପାଳିତ ହେଲା ସ୍ୱାମୀଜୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

December 3, 2025
Latest News

ଆଦିତ୍ୟ ଅଲୁମିନିୟମ୍‌ ତରଫରୁ ଦିବ୍ୟାଙ୍ଗ ଦିବସ ପାଳିତ, ଶିଶୁମାନଙ୍କ କମ୍ୟୁନିଟ ସେଣ୍ଟରର ଭୂମିପୂଜା

December 3, 2025

ଶିକ୍ଷକ ଓ ଅଧ୍ୟାପକଙ୍କ ଦାବୀ ପୂରଣ ପାଇଁ ସରକାର ଗଠନ କଲେ ଏକ କମିଟ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

December 3, 2025

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 3, 2025

Byanjana Dwadashi: ବ୍ୟଞ୍ଜନ ଦ୍ଵାଦଶୀରେ ପ୍ରଭୃ କୃଷ୍ଣଙ୍କୁ ବାଢିଦିଆଗଲା ୮୭୫ ପ୍ରକାରର ଭୋଗ

December 3, 2025

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ହିନ୍ଦୁ ଦେବତାଙ୍କ ଉପରେ ମନ୍ତବ୍ୟକୁ ନେଇ ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିନ୍ଦା

December 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.