Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସକୁ ଫେରିବେ କି ଅମରିନ୍ଦର ସିଂ?: ସୋନିଆ ଗାନ୍ଧୀଙ୍କୁ ଭେଟିବା ଦାବି ଉପରେ କଣ କହିଲେ କ୍ୟାପଟେନ୍
ଆଜିର ଖବର

କଂଗ୍ରେସକୁ ଫେରିବେ କି ଅମରିନ୍ଦର ସିଂ?: ସୋନିଆ ଗାନ୍ଧୀଙ୍କୁ ଭେଟିବା ଦାବି ଉପରେ କଣ କହିଲେ କ୍ୟାପଟେନ୍

November 15, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସକୁ ଫେରିବାକୁ ଯାଉଛନ୍ତି କି? କ୍ୟାପଟେନ ଅମରିନ୍ଦର ସିଂ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିବେ କି? ଏଭଳି ଚର୍ଚ୍ଚା ସେତେବେଳ ହୋଇଛି, ଯେତେବେଳେ ଚାନ୍ନି ସରକାରଙ୍କ ମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବାକୁ ଦାବି କରିଥିଲେ। କିନ୍ତୁ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସକୁ ଫେରିବା ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦେଇଛନ୍ତି।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କଂଗ୍ରେସକୁ ଫେରିବା ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ପଛକୁ ଚାହିଁବାର ପ୍ରଶ୍ନ ନାହିଁ। ସେ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ କଳ୍ପନାଜଳ୍ପନା, ଯାହା ଅତ୍ୟନ୍ତ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି। କ୍ୟାପଟେନ ଅମରିନ୍ଦର ସିଂ ସ୍ପଷ୍ଟ କରିଛନ୍ତି ଯେ, ସେ ଆସନ୍ତା ନିର୍ବାଚନ ‘ପଞ୍ଜାବ ଲୋକ କଂଗ୍ରେସ’ ବ୍ୟାନରରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ।

ଅମରିନ୍ଦର ସିଂ କଂଗ୍ରେସ ସୋନିଆ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ ଧାରଣ କରନ୍ତି ଶ୍ରୀଜଗନ୍ନାଥ, ଏହାର ରହସ୍ୟ କଣ?

June 8, 2026

ବଲାଙ୍ଗିରରୁ ପ୍ରଥମ ଥର ପାଇଁ ଜର୍ମାନୀ ଓ ଇଟାଲୀକୁ ରପ୍ତାନି ହେଲା ଆମ୍ବ

June 8, 2026

ବିସ୍ତୃତ ରାଶିଫଳ: ଜୁନ ୮ ତାରିଖ ସୋମବାରରେ ଆଠଟି ରାଶିର ବ୍ୟକ୍ତି ପାଇବେ ଖୁସି ଖବର

June 8, 2026

ବାଘ ଛାଲ ସହ ଦୁଇ ଶିକାରୀ ଗିରଫ

June 7, 2026
Latest News

ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ ଧାରଣ କରନ୍ତି ଶ୍ରୀଜଗନ୍ନାଥ, ଏହାର ରହସ୍ୟ କଣ?

June 8, 2026

ବଲାଙ୍ଗିରରୁ ପ୍ରଥମ ଥର ପାଇଁ ଜର୍ମାନୀ ଓ ଇଟାଲୀକୁ ରପ୍ତାନି ହେଲା ଆମ୍ବ

June 8, 2026

ବିସ୍ତୃତ ରାଶିଫଳ: ଜୁନ ୮ ତାରିଖ ସୋମବାରରେ ଆଠଟି ରାଶିର ବ୍ୟକ୍ତି ପାଇବେ ଖୁସି ଖବର

June 8, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଘ ଛାଲ ସହ ଦୁଇ ଶିକାରୀ ଗିରଫ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.