Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଥର ମଧ୍ୟ ବିଧାନସଭା ଅଧିବେସନ ପୂର୍ବରୁ ହେବ କୋଭିଡ ପରୀକ୍ଷା, ବାଚସ୍ପତି ନେଲେ ପ୍ରସ୍ତୁତି ବୈଠକ
ଆଜିର ଖବର

ଏଥର ମଧ୍ୟ ବିଧାନସଭା ଅଧିବେସନ ପୂର୍ବରୁ ହେବ କୋଭିଡ ପରୀକ୍ଷା, ବାଚସ୍ପତି ନେଲେ ପ୍ରସ୍ତୁତି ବୈଠକ

November 25, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏଥର ମଧ୍ୟ ବିଧାନସଭା ଅଧିବେସନ ପୂର୍ବରୁ ହେବ କୋଭିଡ ପରୀକ୍ଷା, ବାଚସ୍ପତି ନେଲେ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଏଥର ମଧ୍ୟ ବିଧାନସଭା ଅଧିବେସନ ପୂର୍ବରୁ କୋଭିଡ ପରୀକ୍ଷା କରାଯିବ। ରାଜ୍ୟରେ ଏହାର ପ୍ରକୋପ କମିଥିଲେ ମଧ୍ୟ କୋଭିଡ ନିୟମ ଅନୁଯାଇ କାର୍ଯ୍ୟ କରାଯିବ। ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଏଥିରେ ବିଧାୟକ, କର୍ମଚାରୀ ଏବଂ ସାମ୍ବାଦିକଙ୍କ ଉଭୟ ଆରଟିପିସିଆର ଏବଂ ଆଣ୍ଟିବଡି ପରୀକ୍ଷା କରାଯିବ।

ନିଷ୍ପତି ଅନୁସାରେ ଆସନ୍ତା 28,29 ଏବଂ 30 ତାରିଖରେ ତିନିଦିନ ଧରି ବିଧାନସଭା ପରିସରରେ ଏହି ପରୀକ୍ଷା କରାଯିବ। ଏଥିରେ କୌଣସି ବ୍ୟକ୍ତିଙ୍କର ପଜେଟିଭ ଆସିଲେ ତାଙ୍କୁ ଗୃହ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ସେହିପରି ଅଧିବେସନ ବେଳେ ପ୍ରତ୍ୟେକ ଦିନ ବିଧାୟକମାନଙ୍କୁ ମାସ୍କ, ଗ୍ଲୋବସ ଏବଂ ସାନିଟାଇଜର ପ୍ରଦାନ କରାଯିବ। ସେହିପରି ବିଧାନସଭା ପରିସରକୁ ଆସୁଥିବା ବରିଷ୍ଠ ଅଧିକାରୀମାନେ ନେଗେଟିଭ ରିପୋର୍ଟ ଆଣି ବିଧାନସଭା ପରିସରରେ ପ୍ରବେଶ କରିବେ ବୋଲି ନିଷ୍ପତି କରାଯାଇଛି।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026
Latest News

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026

ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.