Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିସେମ୍ବର ମାସରେ ୪ ଟି ଗ୍ରହ କରୁଛନ୍ତି ରାଶି ପରିବର୍ତ୍ତନ, ଜାଣନ୍ତୁ ଏହା ଦ୍ବାରା କଣ ହେବ
ଆଜିର ଖବର

ଡିସେମ୍ବର ମାସରେ ୪ ଟି ଗ୍ରହ କରୁଛନ୍ତି ରାଶି ପରିବର୍ତ୍ତନ, ଜାଣନ୍ତୁ ଏହା ଦ୍ବାରା କଣ ହେବ

November 27, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଡିସେମ୍ବର ମାସରେ ୪ ଟି ଗ୍ରହ କରୁଛନ୍ତି ରାଶି ପରିବର୍ତ୍ତନ, ଜାଣନ୍ତୁ ଏହା ଦ୍ବାରା କଣ ହେବ

ନୂଆଦିଲ୍ଲୀ: ଡିସେମ୍ବର ମ।ସରେ ୪ଟି ଗ୍ରହ ସେମ।ନଙ୍କର ର।ଶି ପରିବର୍ତ୍ତନ କରୁଛନ୍ତି । ସେମ।ନେ ହେଲେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର । ଏହି ଗ୍ରହମ।ନଙ୍କର ର।ଶି ପରିବର୍ତ୍ତନ କରିବା ଦ୍ବ।ରା ସମସ୍ତ ୧୨ ଟି ର।ଶି ସହିତ ପୃଥିବୀ ପ୍ରକୃତି ପ୍ରଭ।ବିତ ହେବ। ଡିସେମ୍ବର ମ।ସରେ କେଉଁ ଗ୍ରହମ।ନେ ସେମ।ନଙ୍କର କେଉଁ ରାଶି ପରିବର୍ତ୍ତନ କରୁଛନ୍ତି ଆସନ୍ତୁ ଜ।ଣିବା

୧.ମଙ୍ଗଳ ର।ଶି ପରିବର୍ତ୍ତନ: ଡିସେମ୍ବର ୫, ୨୦୨୧ ରେ ମଙ୍ଗଳ ଗ୍ରହ ତୂଳା ରାଶି ଛ।ଡି ବିଛ। ରାଶିକୁ ଗମନ କରିବେ । ବିଛାରେ ମଙ୍ଗଳ ଗ୍ରହ ୨୦ ଡିସେମ୍ବର ୨୦୨୧ ରୁ ୪ ଜାନୁୟ।ରୀ ୨୦୨୨ ପର୍ଯ୍ୟନ୍ତ ରହିବେ।

୨. ଶୁକ୍ର ରାଶି ପରିବର୍ତ୍ତନ: ଡିସେମ୍ବର ୮, ୨୦୨୧ ରେ ଶୁକ୍ର ଧନୁ ରାଶିରୁ ମକର ରାଶିକୁ ଗମନ କରିବେ। ମକର ରାଶିରେ ଶୁକ୍ର ୮ ଡିସେମ୍ବର ୨୦୨୧ ରେ ର।ତି ୧୨:୫୬ ରୁ ୩୦ ଡିସେମ୍ବର ୨୦୨୧ ସକ।ଳ ୯:୫୭ ପର୍ଯ୍ୟନ୍ତ ରହିବେ।

୩. ବୁଧ ରାଶି ପରିବର୍ତ୍ତନ: ଡିସେମ୍ବର ୧୦, ୨୦୨୧ ରେ ବୁଧ ଗ୍ରହ ବିଛା ରାଶିରୁ ବାହାରି ଧନୁ ରାଶିରେ ପ୍ରବେଶ କରିବେ । ଧନୁ ରାଶିରେ ବୁଧ ୧୦ ଡିସେମ୍ବର ସକ।ଳ ୫.୫୩ ରୁ ୨୯ ଡିସେମ୍ବର ସକ।ଳ ୧୧:୧୫ ପର୍ଯ୍ୟନ୍ତ ରହିବେ।

୪. ସୂର୍ଯ୍ୟ ରାଶି ପରିବର୍ତ୍ତନ: ଡିସେମ୍ବର ୧୬, ୨୦୨୧ ରେ ସୂର୍ଯ୍ୟ ବିଛା ରାଶିରୁ ବାହାରି ଧନୁ ରାଶିରେ ଗତି କରିବେ। ସୂର୍ଯ୍ୟ ୧୬ ଡିସେମ୍ବର ୨୦୨୧ ରେ ସକ।ଳ ୩:୨୮ ପ୍ରବେଶ କରି ୧୪ ଜ।ନୁୟ।ରୀ ୨୦୨୨ ରେ ଅପରାହ୍ନ ୨.୨୯ ପର୍ଯ୍ୟନ୍ତ ରହିବେ।

ଗ୍ରହ ରାଶି ପରିବର୍ତ୍ତନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୩ ତାରିଖ ମଙ୍ଗଳବାରରେ ଆପଣଙ୍କ ଭାଗ୍ୟରେ କଣ ଅଛି ଜାଣିବା ପାଇଁ ପଢନ୍ତୁ

February 3, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026
Latest News

ଆଜି ଫେବୃୟାରୀ ୩ ତାରିଖ ମଙ୍ଗଳବାରରେ ଆପଣଙ୍କ ଭାଗ୍ୟରେ କଣ ଅଛି ଜାଣିବା ପାଇଁ ପଢନ୍ତୁ

February 3, 2026

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.