ଡିସେମ୍ବର ମାସରେ ୪ ଟି ଗ୍ରହ କରୁଛନ୍ତି ରାଶି ପରିବର୍ତ୍ତନ, ଜାଣନ୍ତୁ ଏହା ଦ୍ବାରା କଣ ହେବ

Published: Nov 27, 2021, 5:32 am IST

ନୂଆଦିଲ୍ଲୀ: ଡିସେମ୍ବର ମ।ସରେ ୪ଟି ଗ୍ରହ ସେମ।ନଙ୍କର ର।ଶି ପରିବର୍ତ୍ତନ କରୁଛନ୍ତି । ସେମ।ନେ ହେଲେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର । ଏହି ଗ୍ରହମ।ନଙ୍କର ର।ଶି ପରିବର୍ତ୍ତନ କରିବା ଦ୍ବ।ରା ସମସ୍ତ ୧୨ ଟି ର।ଶି ସହିତ ପୃଥିବୀ ପ୍ରକୃତି ପ୍ରଭ।ବିତ ହେବ। ଡିସେମ୍ବର ମ।ସରେ କେଉଁ ଗ୍ରହମ।ନେ ସେମ।ନଙ୍କର କେଉଁ ରାଶି ପରିବର୍ତ୍ତନ କରୁଛନ୍ତି ଆସନ୍ତୁ ଜ।ଣିବା

୧.ମଙ୍ଗଳ ର।ଶି ପରିବର୍ତ୍ତନ: ଡିସେମ୍ବର ୫, ୨୦୨୧ ରେ ମଙ୍ଗଳ ଗ୍ରହ ତୂଳା ରାଶି ଛ।ଡି ବିଛ। ରାଶିକୁ ଗମନ କରିବେ । ବିଛାରେ ମଙ୍ଗଳ ଗ୍ରହ ୨୦ ଡିସେମ୍ବର ୨୦୨୧ ରୁ ୪ ଜାନୁୟ।ରୀ ୨୦୨୨ ପର୍ଯ୍ୟନ୍ତ ରହିବେ।

୨. ଶୁକ୍ର ରାଶି ପରିବର୍ତ୍ତନ: ଡିସେମ୍ବର ୮, ୨୦୨୧ ରେ ଶୁକ୍ର ଧନୁ ରାଶିରୁ ମକର ରାଶିକୁ ଗମନ କରିବେ। ମକର ରାଶିରେ ଶୁକ୍ର ୮ ଡିସେମ୍ବର ୨୦୨୧ ରେ ର।ତି ୧୨:୫୬ ରୁ ୩୦ ଡିସେମ୍ବର ୨୦୨୧ ସକ।ଳ ୯:୫୭ ପର୍ଯ୍ୟନ୍ତ ରହିବେ।

୩. ବୁଧ ରାଶି ପରିବର୍ତ୍ତନ: ଡିସେମ୍ବର ୧୦, ୨୦୨୧ ରେ ବୁଧ ଗ୍ରହ ବିଛା ରାଶିରୁ ବାହାରି ଧନୁ ରାଶିରେ ପ୍ରବେଶ କରିବେ । ଧନୁ ରାଶିରେ ବୁଧ ୧୦ ଡିସେମ୍ବର ସକ।ଳ ୫.୫୩ ରୁ ୨୯ ଡିସେମ୍ବର ସକ।ଳ ୧୧:୧୫ ପର୍ଯ୍ୟନ୍ତ ରହିବେ।

୪. ସୂର୍ଯ୍ୟ ରାଶି ପରିବର୍ତ୍ତନ: ଡିସେମ୍ବର ୧୬, ୨୦୨୧ ରେ ସୂର୍ଯ୍ୟ ବିଛା ରାଶିରୁ ବାହାରି ଧନୁ ରାଶିରେ ଗତି କରିବେ। ସୂର୍ଯ୍ୟ ୧୬ ଡିସେମ୍ବର ୨୦୨୧ ରେ ସକ।ଳ ୩:୨୮ ପ୍ରବେଶ କରି ୧୪ ଜ।ନୁୟ।ରୀ ୨୦୨୨ ରେ ଅପରାହ୍ନ ୨.୨୯ ପର୍ଯ୍ୟନ୍ତ ରହିବେ।

Related posts