Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ସାବଧାନ !!! ଗ୍ରହର ପ୍ରଭାବରେ ହୋଇପାରେ ଦୁର୍ଘଟଣା, ଜାଣନ୍ତୁ ଏହାର ପ୍ରତିକାର

ଭୁବନେଶ୍ବର: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ । ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ, । ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ । ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ । ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି । ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି । ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି । ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ :-

ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ ?

ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ ।

ସାଢ ସାତୀ ବା ଦେଢା ଯୋଗୁଁ ଏପରି ଦୁର୍ଘଟଣା ଘଟିଥାଏ ।

ଲଗ୍ନର ସ୍ବାମୀ ଯଦି ଦୁର୍ବଳ ଥିବେ, ତେବେ ଶାରିରୀକ କ୍ଷତି ଘଟିଥାଏ ।

ମାରକ ଦଶା ହେବା ଦ୍ବାରା ପ୍ରାଣ ମଧ୍ୟ ଚାଲିଯାଇଥାଏ ।

ଉପାୟ

ଯଦି କୁଣ୍ଡଳୀରେ ଉପରୋକ୍ତ ଭାବରୁ କୌଣସଟି ଯୋଗ ରହୁଛି, ତେବେ ରକ୍ଷା ସ୍ତୋତ୍ର ପାଠ କରନ୍ତୁ

ସାଢ ସାତୀ ବା ଛାୟା ପ୍ରକୋପ କମ୍‌ ହେବା ପାଇଁ ବଜରଙ୍ଗ ବାଣ ପାଠ କରନ୍ତୁ ।

ମାରକ ଦଶାରୁ ବର୍ତ୍ତିବା ପାଇଁ ରୁଦ୍ରାଭିଷେକ କରନ୍ତୁ ।

ଯାତ୍ରା ପୂର୍ବରୁ ନିଜ ଗୁରୁ ବା ଈଷ୍ଟ ଦେବଙ୍କ ଦର୍ଶନ କରନ୍ତୁ ।

ଆର୍ଥିକ ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ଦାୟୀ :

ଯଦି ଜାତକରେ ବୁଧ ଖରାପରେ ରହିଥା’ନ୍ତି, ତେବେ ଆର୍ଥିକ ଦୁର୍ଘଟଣାର ଯୋଗ ହୋଇଥାଏ ।

ମଙ୍ଗଳଙ୍କ କାରଣ ହେତୁ ମଧ୍ୟ କରଜ ହୋଇଥାଏ ।

ରାହୁର ପ୍ରଭାବରୁ ମଧ୍ୟ ବ୍ୟକ୍ତି କାଙ୍ଗାଳ ହୋଇଥାଏ ।

ଉପାୟ

ଯଦି ବୁଧ ଖରାପରେ ରହିଥା’ନ୍ତି, ତେବେ ପନ୍ନା ଧାରଣ କରନ୍ତୁ ।

ଏହା ସହିତ ନିୟମିତ ରୂପରେ ବିଷ୍ଣୁ ସହସ୍ରସ୍ତ୍ରୋତମ୍‌ ପାଠ କରନ୍ତୁ

ମଙ୍ଗଳ ଜନିତ କାରଣ ଯୋଗୁଁ ସମସ୍ୟାରେ ପଡୁଥିଲେ ପ୍ରତ୍ୟେହ ହନୁମାନ ଚାଳିଶା ପଢନ୍ତୁ ।

ମାଂସ, ମଦଠାରୁ ନିବୃତ୍ତ ରୁହନ୍ତୁ ।

ରାହୁଙ୍କ ପ୍ରଭାବରୁ ମୁକ୍ତ ପାଇଁ ଦାରିଦ୍ର୍ୟ ଦହନ ସ୍ରୋତ ପାଠ କରନ୍ତୁ ।

ନିୟମିତ ରୂପରେ କିଛି ଧନ ଦାନ ଦିଅନ୍ତୁ ।

ସେହିପରି ସମ୍ପର୍କରେ ହେଉଥିବା ସମସ୍ୟା ପାଇଁ କେଉଁ ଗ୍ରହ ଦାୟୀ :

ଚନ୍ଦ୍ର ଓ ଶୁକ୍ର ସମ୍ପର୍କରେ ଆକସ୍ମିକ ସମସ୍ୟା ସୃଷ୍ଟି କରିଥାଏ ।

ରାହୁ ଏହି ସମସ୍ୟାକୁ ବଢାଇଥା’ନ୍ତି ।

ମଙ୍ଗଳଙ୍କ ଯୋଗୁଁ ସମ୍ପର୍କରେ ଅଚାନକ ଦୁର୍ଘଟଣା ହୋଇଥାଏ।

ଉପାୟ

ଜାତକରେ ଯେଉଁ ଗ୍ରହ ସମସ୍ୟା କାରକ ହୋଇଥିବ, ସେହି ଗ୍ରହର ଶାନ୍ତି କରନ୍ତୁ।

ନିୟମିତ ରୂପରେ ସୂର୍ଯ୍ୟଙ୍କୁ ଜଳ ଚଢାନ୍ତୁ।

ଭାଗବନ ଶିବ ଓ ମା ପାର୍ବତୀଙ୍କ ଯୁଗ୍ମ ଉପାସନା କରନ୍ତୁ।

ସେହିପରି ହୀରାକୁ ଦେଖି ଚାହିଁ ଧାରଣ କରନ୍ତୁ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ସାବଧାନ !!! ଗ୍ରହର ପ୍ରଭାବରେ ହୋଇପାରେ ଦୁର୍ଘଟଣା, ଜାଣନ୍ତୁ ଏହାର ପ୍ରତିକାର

ଭୁବନେଶ୍ବର: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ । ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ, । ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ । ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ । ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି । ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି । ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି । ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ :-

ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ ?

  • ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ ।
  • ସାଢ ସାତୀ ବା ଦେଢା ଯୋଗୁଁ ଏପରି ଦୁର୍ଘଟଣା ଘଟିଥାଏ ।
  • ଲଗ୍ନର ସ୍ବାମୀ ଯଦି ଦୁର୍ବଳ ଥିବେ, ତେବେ ଶାରିରୀକ କ୍ଷତି ଘଟିଥାଏ ।
  • ମାରକ ଦଶା ହେବା ଦ୍ବାରା ପ୍ରାଣ ମଧ୍ୟ ଚାଲିଯାଇଥାଏ ।

ଉପାୟ

  • ଯଦି କୁଣ୍ଡଳୀରେ ଉପରୋକ୍ତ ଭାବରୁ କୌଣସଟି ଯୋଗ ରହୁଛି, ତେବେ ରକ୍ଷା ସ୍ତୋତ୍ର ପାଠ କରନ୍ତୁ
  • ସାଢ ସାତୀ ବା ଛାୟା ପ୍ରକୋପ କମ୍‌ ହେବା ପାଇଁ ବଜରଙ୍ଗ ବାଣ ପାଠ କରନ୍ତୁ ।
  • ମାରକ ଦଶାରୁ ବର୍ତ୍ତିବା ପାଇଁ ରୁଦ୍ରାଭିଷେକ କରନ୍ତୁ ।
  • ଯାତ୍ରା ପୂର୍ବରୁ ନିଜ ଗୁରୁ ବା ଈଷ୍ଟ ଦେବଙ୍କ ଦର୍ଶନ କରନ୍ତୁ ।

ଆର୍ଥିକ ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ଦାୟୀ :

  • ଯଦି ଜାତକରେ ବୁଧ ଖରାପରେ ରହିଥା’ନ୍ତି, ତେବେ ଆର୍ଥିକ ଦୁର୍ଘଟଣାର ଯୋଗ ହୋଇଥାଏ ।
  • ମଙ୍ଗଳଙ୍କ କାରଣ ହେତୁ ମଧ୍ୟ କରଜ ହୋଇଥାଏ ।
  • ରାହୁର ପ୍ରଭାବରୁ ମଧ୍ୟ ବ୍ୟକ୍ତି କାଙ୍ଗାଳ ହୋଇଥାଏ ।

ଉପାୟ

  • ଯଦି ବୁଧ ଖରାପରେ ରହିଥା’ନ୍ତି, ତେବେ ପନ୍ନା ଧାରଣ କରନ୍ତୁ ।
  • ଏହା ସହିତ ନିୟମିତ ରୂପରେ ବିଷ୍ଣୁ ସହସ୍ରସ୍ତ୍ରୋତମ୍‌ ପାଠ କରନ୍ତୁ
  • ମଙ୍ଗଳ ଜନିତ କାରଣ ଯୋଗୁଁ ସମସ୍ୟାରେ ପଡୁଥିଲେ ପ୍ରତ୍ୟେହ ହନୁମାନ ଚାଳିଶା ପଢନ୍ତୁ ।
  • ମାଂସ, ମଦଠାରୁ ନିବୃତ୍ତ ରୁହନ୍ତୁ ।
  • ରାହୁଙ୍କ ପ୍ରଭାବରୁ ମୁକ୍ତ ପାଇଁ ଦାରିଦ୍ର୍ୟ ଦହନ ସ୍ରୋତ ପାଠ କରନ୍ତୁ ।
  • ନିୟମିତ ରୂପରେ କିଛି ଧନ ଦାନ ଦିଅନ୍ତୁ ।

ସେହିପରି ସମ୍ପର୍କରେ ହେଉଥିବା ସମସ୍ୟା ପାଇଁ କେଉଁ ଗ୍ରହ ଦାୟୀ :

  • ଚନ୍ଦ୍ର ଓ ଶୁକ୍ର ସମ୍ପର୍କରେ ଆକସ୍ମିକ ସମସ୍ୟା ସୃଷ୍ଟି କରିଥାଏ ।
  • ରାହୁ ଏହି ସମସ୍ୟାକୁ ବଢାଇଥା’ନ୍ତି ।
  • ମଙ୍ଗଳଙ୍କ ଯୋଗୁଁ ସମ୍ପର୍କରେ ଅଚାନକ ଦୁର୍ଘଟଣା ହୋଇଥାଏ ।

ଉପାୟ

  • ଜାତକରେ ଯେଉଁ ଗ୍ରହ ସମସ୍ୟା କାରକ ହୋଇଥିବ, ସେହି ଗ୍ରହର ଶାନ୍ତି କରନ୍ତୁ ।
  • ନିୟମିତ ରୂପରେ ସୂର୍ଯ୍ୟଙ୍କୁ ଜଳ ଚଢାନ୍ତୁ
  • ଭାଗବନ ଶିବ ଓ ମା ପାର୍ବତୀଙ୍କ ଯୁଗ୍ମ ଉପାସନା କରନ୍ତୁ ।
  • ସେହିପରି ହୀରାକୁ ଦେଖି ଚାହିଁ ଧାରଣ କରନ୍ତୁ ।
Categories
ଆଜିର ଖବର ଧର୍ମ

ଶନିବାରଠାରୁ ରାହୁ,କେତୁଙ୍କ କ୍ରୋଧ ହେବ ଶାନ୍ତ, ପ୍ରଭାବିତ ହେବ ତିନୋଟି ରାଶି

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ 18 ତାରିଖରୁ ରାହୁ-କେତୁଙ୍କ କ୍ରୋଧ ଶାନ୍ତ ହେବାକୁ ଯାଉଛି। କାରଣ ଏହା ପୂର୍ବରୁ ଏକମାସ ଧରି ଏହି ଦୁଇ ଗ୍ରହ କ୍ରୋଧାନ୍ବିତ ସ୍ଥିତିରେ କାର୍ଯ୍ୟ କରୁଥିଲେ। ଏହି ଶାନ୍ତ ସ୍ଥିତି ଆସିବା ଦ୍ବାରା ଅତିକମରେ ତିନୋଟି ରାଶିର ଭାଗ୍ୟ ବେଶ୍ ଉଜ୍ଜଳ ପରିଲକ୍ଷିତ ହୋଇଛି।

ଏହି ତିନି ରାଶିର ଲୋକେ  ନିଜ ବ୍ୟବସାୟରେ କିଛି ବଡ ସଫଳତା ପାଇପାରିବେ। ଯେଉଁଥିପାଇଁ ଆପଣ ଆପଣଙ୍କର ବ୍ୟବସାୟରେ ବିପୁଳ ଲାଭ ଦେଖିପାରିବେ | ତୁମର ଦାମ୍ପତ୍ୟ ଜୀବନ ବହୁତ ଖୁସି ହେବ। ତୁମ ଏବଂ ଆପଣଙ୍କ ସାଥୀ ମଧ୍ୟରେ ଏକ ଭଲ ସମ୍ପର୍କ ଦେଖିବାକୁ ମିଳିବ।ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ।

ଆପଣ ଚାକିରି କ୍ଷେତ୍ରରେ ପ୍ରଗତିର ପଥରେ ଚାଲିପାରିବେ। ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଏବଂ ଭଲ ବୋଲି ପ୍ରମାଣିତ ହେବ।  ତୁମେ ଶୀଘ୍ର ତୁମର ଦାମ୍ପତ୍ୟ ଜୀବନରେ କିଛି ବଡ ପରିବର୍ତ୍ତନ ଦେଖି ପାରିବ। ଏହି ତିନୋଟି ରାଶି ହେଲା ମେଷ, ମକର, କୁମ୍ଭ ରାଶି। ଏହି ରାଶି ବ୍ୟକ୍ତିଙ୍କର ସମସ୍ତ ବିବାଦରୁ ମୁକ୍ତି ମିଳିବ। ଯାହାଫଳରେ ବର୍ତ୍ତମାନ ତୁମେ ତୁମ ଜୀବନରେ କେବଳ ଶାନ୍ତି ପାଇପାରିବ। ଟଙ୍କା ଲାଭ ହୋଇପାରିବ।

Categories
ଆଜିର ଖବର ଧର୍ମ

ଡିସେମ୍ବର ମାସରେ ୪ ଟି ଗ୍ରହ କରୁଛନ୍ତି ରାଶି ପରିବର୍ତ୍ତନ, ଜାଣନ୍ତୁ ଏହା ଦ୍ବାରା କଣ ହେବ

ନୂଆଦିଲ୍ଲୀ: ଡିସେମ୍ବର ମ।ସରେ ୪ଟି ଗ୍ରହ ସେମ।ନଙ୍କର ର।ଶି ପରିବର୍ତ୍ତନ କରୁଛନ୍ତି । ସେମ।ନେ ହେଲେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର । ଏହି ଗ୍ରହମ।ନଙ୍କର ର।ଶି ପରିବର୍ତ୍ତନ କରିବା ଦ୍ବ।ରା ସମସ୍ତ ୧୨ ଟି ର।ଶି ସହିତ ପୃଥିବୀ ପ୍ରକୃତି ପ୍ରଭ।ବିତ ହେବ। ଡିସେମ୍ବର ମ।ସରେ କେଉଁ ଗ୍ରହମ।ନେ ସେମ।ନଙ୍କର କେଉଁ ରାଶି ପରିବର୍ତ୍ତନ କରୁଛନ୍ତି ଆସନ୍ତୁ ଜ।ଣିବା

୧.ମଙ୍ଗଳ ର।ଶି ପରିବର୍ତ୍ତନ: ଡିସେମ୍ବର ୫, ୨୦୨୧ ରେ ମଙ୍ଗଳ ଗ୍ରହ ତୂଳା ରାଶି ଛ।ଡି ବିଛ। ରାଶିକୁ ଗମନ କରିବେ । ବିଛାରେ ମଙ୍ଗଳ ଗ୍ରହ ୨୦ ଡିସେମ୍ବର ୨୦୨୧ ରୁ ୪ ଜାନୁୟ।ରୀ ୨୦୨୨ ପର୍ଯ୍ୟନ୍ତ ରହିବେ।

୨. ଶୁକ୍ର ରାଶି ପରିବର୍ତ୍ତନ: ଡିସେମ୍ବର ୮, ୨୦୨୧ ରେ ଶୁକ୍ର ଧନୁ ରାଶିରୁ ମକର ରାଶିକୁ ଗମନ କରିବେ। ମକର ରାଶିରେ ଶୁକ୍ର ୮ ଡିସେମ୍ବର ୨୦୨୧ ରେ ର।ତି ୧୨:୫୬ ରୁ ୩୦ ଡିସେମ୍ବର ୨୦୨୧ ସକ।ଳ ୯:୫୭ ପର୍ଯ୍ୟନ୍ତ ରହିବେ।

୩. ବୁଧ ରାଶି ପରିବର୍ତ୍ତନ: ଡିସେମ୍ବର ୧୦, ୨୦୨୧ ରେ ବୁଧ ଗ୍ରହ ବିଛା ରାଶିରୁ ବାହାରି ଧନୁ ରାଶିରେ ପ୍ରବେଶ କରିବେ । ଧନୁ ରାଶିରେ ବୁଧ ୧୦ ଡିସେମ୍ବର ସକ।ଳ ୫.୫୩ ରୁ ୨୯ ଡିସେମ୍ବର ସକ।ଳ ୧୧:୧୫ ପର୍ଯ୍ୟନ୍ତ ରହିବେ।

୪. ସୂର୍ଯ୍ୟ ରାଶି ପରିବର୍ତ୍ତନ: ଡିସେମ୍ବର ୧୬, ୨୦୨୧ ରେ ସୂର୍ଯ୍ୟ ବିଛା ରାଶିରୁ ବାହାରି ଧନୁ ରାଶିରେ ଗତି କରିବେ। ସୂର୍ଯ୍ୟ ୧୬ ଡିସେମ୍ବର ୨୦୨୧ ରେ ସକ।ଳ ୩:୨୮ ପ୍ରବେଶ କରି ୧୪ ଜ।ନୁୟ।ରୀ ୨୦୨୨ ରେ ଅପରାହ୍ନ ୨.୨୯ ପର୍ଯ୍ୟନ୍ତ ରହିବେ।