Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇ ଦଫା ଦାବୀ ନେଇ ଧାରଣାର ୪ର୍ଥ ଦିନରେ ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘ
ଆଜିର ଖବର

ଦୁଇ ଦଫା ଦାବୀ ନେଇ ଧାରଣାର ୪ର୍ଥ ଦିନରେ ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘ

December 2, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦୁଇ ଦଫା ଦାବୀ ନେଇ ଧାରଣାର ୪ର୍ଥ ଦିନରେ ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘ

ଭୁବନେଶ୍ବର : ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘ ତରଫରୁ ୪ ଦିନ ବ୍ୟାପି ଅହୋରାତ୍ର ଧାରଣା ଓ ବିକ୍ଷୋଭ ଜାରି ରହିଛି । ୨୦୧୮ ମସିହାରେ ନିଯୁକ୍ତି ପାଇଥିବା ସମସ୍ତ କନିଷ୍ଠ ଶିକ୍ଷକ ଧାରଣାରେ ଯୋଗ ଦେଉଛନ୍ତି । ଶିକ୍ଷକ ସଙ୍ଘ ତରଫରୁ ସରକାରଙ୍କ ସହ ୨ଦଫା ଦାବିକୁ ବାରମ୍ବାର ଆଲୋଚନା କରାଯାଇଛି। ହେଲେ ତାହା ସଫଳ ହୋଇପାରି ନାହିଁ।

୨୦୧୮ମସିହାରେ ଚୁକ୍ତିଭିତ୍ତିକ ପ୍ରଥାରେ ଥିବା ସମସ୍ତ କର୍ମଚାରୀଙ୍କର ଦରମା ୨୫% ବୃଦ୍ଧି କରିଦିଆଗଲା ମାତ୍ର କନିଷ୍ଠ ଶିକ୍ଷକଙ୍କର “ଶିକ୍ଷା ସହାୟକ” ନାମକୁ ପରିବର୍ତ୍ତନ କରି JT CONTRACTUAL ରେ ସୀମିତ ରଖିଦିଆଗଲା। ଦରମା ବୃଦ୍ଧିର ପ୍ରତିଶୃତି ଆଜି ପର୍ଯ୍ୟନ୍ତ ବି ପ୍ରତିଫଳିତ ହୋଇ ପାରିଲା ନାହିଁ ।

ଗତ ୨୦୨୧ କ୍ୟାବିନେଟ ବୈଠକରେ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କର ଦରମା ୫୦% ବୃଦ୍ଧି ସହିତ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇଥିଲେ ମଧ୍ୟ ଏଥିରେ ବି କନିଷ୍ଠ ଶିକ୍ଷକ ଚରମ ଅବହେଳାର ଶିକାର ହେଲେ। ଫଳରେ କନିଷ୍ଠ ଶିକ୍ଷକ ସଂଘର ହଜାରେ ଶିକ୍ଷକ ପାଠପଢା ବନ୍ଦ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026

ଆଜି ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଖୋଲିବ ଏହି ରାଶିଗୁଡିକର ଭାଗ୍ୟ

March 20, 2026

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026

ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

March 20, 2026

ଆଜି ହେଉଛି ପଖାଳ ଦିବସ: ଜାଣନ୍ତୁ ଏହା କାହିଁକି ପାଳନ କରନ୍ତି ଓଡିଆ?

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.