Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୃତ୍ୟୁ ସହ ସଂଗ୍ରାମ କରୁଛି ଅସୁସ୍ଥ ଦନ୍ତା ହାତୀ, ଚିକିତ୍ସା ପାଇଁ ପହଞ୍ଚିଲେ ପ୍ରାଣୀ ଚିକିତ୍ସକ
ଆଜିର ଖବର

ମୃତ୍ୟୁ ସହ ସଂଗ୍ରାମ କରୁଛି ଅସୁସ୍ଥ ଦନ୍ତା ହାତୀ, ଚିକିତ୍ସା ପାଇଁ ପହଞ୍ଚିଲେ ପ୍ରାଣୀ ଚିକିତ୍ସକ

January 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡର ଗାଁ ମାନଙ୍କରେ ହାତୀମାନଙ୍କର ଦୌରାତ୍ମରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।  ହାତୀମାନେ ଗାଁ ମୁହାଁ ହୋଇ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ହାତୀ ମଣିଷ ଲଢ଼େଇ ଏ ଅଂଚଳରେ ନୀତିଦିନିଆ ଘଟଣା।

ହାତୀମାନେ ବଭିନ୍ନ ସମୟରେ ଖାଦ୍ୟ ନ ପାଇ ମୃତ୍ୟୁବରଣ କରୁଛନ୍ତି। ବହୁ ହାତୀ ଅସୁସ୍ଥ ହୋଇ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ରେଢ଼ାଖାଲ ବନଖଣ୍ଡ ନାକଟିଦେଉଳ ବନାଂଚଳ ଅନ୍ତର୍ଗତ ସାହେବୀ ନିକଟସ୍ଥ ଛେମିଣ୍ଡିଆ ଜଙ୍ଗଲରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ପଡ଼ିଥିବା ବନବିଭାଗ କହିଛି।

ଆଜି ଏ ସଂପର୍କରେ ବନବିଭାଗ ସୂଚନା ପାଇଛି। ନାକଟିଦେଉଳ ବନ ବିଭାଗ ର ରେଞ୍ଜ ଅଧିକାର ଅଶ୍ବିନୀ କୁମାର ବେହେରା ଘଟଣା ସ୍ଥଳରେ ପହଂଚି ଅସୁସ୍ଥ ହାତୀକୁ କିପରି ଚିକିତ୍ସା କରାଯିବ ବ୍ୟବସ୍ଥା କରୁଥିବା ରେଞ୍ଜ ଅଧିକାରୀ ଅଶ୍ବିନୀ ବେହେରା ପ୍ରକାଶ କରିଛନ୍ତି। ଯାହା ଅନୁମାନ କରାଯାଉଛି ହାତୀଟି ରୋଗାଗ୍ରସ୍ତ ହୋଇ ଏପରି ଅସୁସ୍ଥ ହୋଇପଡ଼ିଛି।

ସୂଚନା ଥାଉକି ଗତ ତା ୨୭/୧୦/୨୦୨୧ ରେ ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ କିସିଣ୍ଡା ନିକଟସ୍ଥ କୁଲାଡେରା ସଂରକ୍ଷିତ ଜଙ୍ଗଲରେ ଏକ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଥିଲା। ସେଇ ସମୟରେ ବନବିଭାଗର କର୍ମଚାରୀମାନେ ବହୁ ଚେଷ୍ଟା ପରେ ମଧ୍ୟ ହାତୀଟିକୁ ବଂଚାଇ ପାରି ନ ଥିଲେ।

ଅସୁସ୍ଥ ଦନ୍ତା ହାତୀ ପ୍ରାଣୀ ଚିକିତ୍ସକ
Share. Facebook Twitter LinkedIn Email WhatsApp Copy Link

Related Posts

ମା’ ମଣିନାଗଙ୍କ ପଞ୍ଚଦିନାତ୍ମକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

June 21, 2026

ସାମୂହିକ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ ଓ ଅର୍ଜୁନ ରାମ ମେଘୱାଲ

June 21, 2026

ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆ: ଏହି ୧୫ ଖେଳାଳିଙ୍କୁ ସୁଯୋଗ

June 21, 2026

ତ୍ରିରାଷ୍ଟ୍ରୀୟ ସିରିଜ ଜିତିଲା ଭାରତ: ୬୬ ରନରେ ହାରିଲା ଶ୍ରୀଲଙ୍କା

June 21, 2026
Latest News

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ମା’ ମଣିନାଗଙ୍କ ପଞ୍ଚଦିନାତ୍ମକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

June 21, 2026

ସାମୂହିକ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ ଓ ଅର୍ଜୁନ ରାମ ମେଘୱାଲ

June 21, 2026

ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆ: ଏହି ୧୫ ଖେଳାଳିଙ୍କୁ ସୁଯୋଗ

June 21, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ VHP କ୍ଷୁବ୍ଧ: ସରକାରଙ୍କ ନିକଟରେ କଲା ବଡ଼ ଦାବି

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.