Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯେଉଁମାନେ ୟୁନିଫର୍ମ ପସନ୍ଦ କରନ୍ତି ନାହିଁ ସେମାନେ ବାହାରକୁ ଯିବା ଉଚିତ: ଆରିଫ ମହମ୍ମଦ ଖାନ
ଆଜିର ଖବର

ଯେଉଁମାନେ ୟୁନିଫର୍ମ ପସନ୍ଦ କରନ୍ତି ନାହିଁ ସେମାନେ ବାହାରକୁ ଯିବା ଉଚିତ: ଆରିଫ ମହମ୍ମଦ ଖାନ

February 11, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବର୍ତ୍ତମାନ କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦ ସମ୍ପର୍କରେ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ନିଜର ଖୋଲା ମତ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯେଉଁମାନେ ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ, ସେମାନେ ବାହାରକୁ ଯାଇପାରିବେ। ତାଙ୍କ କହିବାନୁସାରେ, ସ୍କୁଲ ଏବଂ କଲେଜରେ ଅନୁଶାସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ କର୍ଣ୍ଣାଟକରେ ହିଜାବ ପ୍ରସଙ୍ଗ ହାଇ କୋର୍ଟ ଏବଂ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ପ୍ରସଙ୍ଗରେ କର୍ଣ୍ଣାଟକ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଛନ୍ତି।

ଆରିଫ ମହମ୍ମଦ ଖାନ ଆହୁରି କହିଛନ୍ତି ଯେ, ‘ମୁଁ ବିଶ୍ୱାସ କରେ ଯେ, କିଏ କଣ ପିନ୍ଧୁଛି, ତାହାକୁ ନେଇ ବିବାଦୀୟ ବିଷୟ ନୁହେଁ। ଏହା ପ୍ରତ୍ୟେକ ବ୍ୟକ୍ତିଙ୍କର ଅଧିକାର। ଏକମାତ୍ର ସର୍ତ୍ତ ହେଉଛି ଉପଯୁକ୍ତ ସଭ୍ୟତା, ସଂସ୍କୃତ ହେବା ଉଚିତ୍। ଯିଏ ସେନାରେ ଅଛନ୍ତି ସେ କହିପାରିବେ ନାହିଁ ଯେ ମୁଁ ଯାହା ଚାହିଁବି ତାହା ପିନ୍ଧିବି, ପୋଲିସ୍ କହିପାରିବ ନାହିଁ ଯେ, ମୁଁ ଯାହା ଚାହିଁବି ତାହା ପିନ୍ଧିବି।

ଆରିଫ ମହମ୍ମଦ ଆହୁରି କହିଛନ୍ତି, ‘ଯେତେବେଳେ ତୁମେ ଆଡମିଶନ ନେଇଥିଲ, ତୁମେ ଡ୍ରେସ କୋଡ୍ ବିଷୟରେ ଜାଣିଥିଲ। ତେଣୁ ଏହା ବିରୁଦ୍ଧରେ ବିଦ୍ରୋହ କରିପାରିବେ ନାହିଁ। ଯଦି ତୁମେ ସେଠାରେ ପରିବେଶକୁ ପସନ୍ଦ କରୁନାହଁ, ତେବେ ତୁମେ ଅନ୍ୟ ଏକ ଅନୁଷ୍ଠାନକୁ ଯାଇପାର। ମୂଳତଃ ଲୋକମାନେ ଏହାର ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି।

ଆରିଫ ମହମ୍ମଦ ଖାନ କର୍ଣ୍ଣାଟକ ହିଜାବ ବିବାଦ
Share. Facebook Twitter LinkedIn Email WhatsApp Copy Link

Related Posts

ଉପକୂଳ ସମୁଦ୍ରରେ ମାଛଧରା ନିଷେଧ

April 15, 2026

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026

ଆଜି ଶକ୍ତି ପ୍ରଦର୍ଶନ କରିବ ଓଡ଼ିଶା ଜନତା କଂଗ୍ରେସ

April 15, 2026

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026
Latest News

ଉପକୂଳ ସମୁଦ୍ରରେ ମାଛଧରା ନିଷେଧ

April 15, 2026

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026

ଆଜି ଶକ୍ତି ପ୍ରଦର୍ଶନ କରିବ ଓଡ଼ିଶା ଜନତା କଂଗ୍ରେସ

April 15, 2026

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.