Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିନ ୧ ଟା ସୁଦ୍ଧା ୬୦ ପ୍ରତିଶତ ଭୋଟ: ୨୩ ଟି ସ୍ଥାନରେ ବନ୍ଦ ହେଲା ମତଦାନ
ଆଜିର ଖବର

ଦିନ ୧ ଟା ସୁଦ୍ଧା ୬୦ ପ୍ରତିଶତ ଭୋଟ: ୨୩ ଟି ସ୍ଥାନରେ ବନ୍ଦ ହେଲା ମତଦାନ

February 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ନିର୍ବାଚନ ସମ୍ପର୍କିତ ଭ୍ରାନ୍ତିପୂର୍ଣ୍ଣ ସୂଚନା ପ୍ରସାର ନ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ
ନିର୍ବାଚନ ସମ୍ପର୍କିତ ଭ୍ରାନ୍ତିପୂର୍ଣ୍ଣ ସୂଚନା ପ୍ରସାର ନ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ଆଜି ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିନ ୧ ଟା ସୁଦ୍ଧା ରାଜ୍ୟରେ ୬୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି।

ତେବେ ରାଜ୍ୟରେ ୨୩ ଟି ସ୍ଥାନରେ ଆଜି ଭୋଟ ଗ୍ରହଣ ବନ୍ଦ ରହିଛି। ରାଜ୍ୟରେ ୧ ଟି ଜିଲ୍ଲା ପରିଷଦ, ୬ ଟି ସରପଞ୍ଚ, ୩ ଟି ପଞ୍ଚାୟତ ଏବଂ ୧୩ ଟି ୱାର୍ଡ ମେମ୍ବର ପଦବୀ ପାଇଁ ଭୋଟ ଗ୍ରହଣ ବନ୍ଦ ହୋଇଛି। ପ୍ରାର୍ଥୀମାନଙ୍କ ମୃତ୍ୟୁ ଯୋଗୁଁ ମତଦାନ ରହିଛି। ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି।

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ: କ୍ରିକେଟରେ ଆଫଗାନିସ୍ତାନକୁ ପରାସ୍ତ କଲା ନେପାଳ

September 25, 2026

ଏସୀୟ କ୍ରୀଡ଼ା: କବାଡିରେ ୨ ପଦକ ନିଶ୍ଚିତ; ଭାରତକୁ ମିଳିପାରେ ଦୁଇଟି ସ୍ୱର୍ଣ୍ଣ

September 25, 2026

ବାଘ ଆତଙ୍କ: ଘରେ ପଶିଲା ମହାବଳ, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

September 25, 2026

୫ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟରେ ସୁଧାର: କ୍ୱାରେଣ୍ଟାଇନ୍‌ରେ ଚାଲିଛି ନିୟମିତ ଡାକ୍ତରୀ ଯାଞ୍ଚ

September 25, 2026
Latest News

ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ: କ୍ରିକେଟରେ ଆଫଗାନିସ୍ତାନକୁ ପରାସ୍ତ କଲା ନେପାଳ

September 25, 2026

ଏସୀୟ କ୍ରୀଡ଼ା: କବାଡିରେ ୨ ପଦକ ନିଶ୍ଚିତ; ଭାରତକୁ ମିଳିପାରେ ଦୁଇଟି ସ୍ୱର୍ଣ୍ଣ

September 25, 2026

ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ

September 25, 2026

ଜାତିସଂଘର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ: ଭାରତ ସପକ୍ଷରେ ଠିଆ ହେଲା ଏହି ଦେଶ

September 25, 2026

ବାଘ ଆତଙ୍କ: ଘରେ ପଶିଲା ମହାବଳ, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.