Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଳଦ କିଣି ଫେରୁଥିବା ସମୟରେ ଦିନ ଦିପହରରେ ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର
ଆଜିର ଖବର

ବଳଦ କିଣି ଫେରୁଥିବା ସମୟରେ ଦିନ ଦିପହରରେ ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

March 11, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଦିନକୁ ଦିନ ହାତୀ ଆକ୍ରମଣରେ ବହୁ ବ୍ୟକ୍ତି ମୃତ୍ୟୁ ବରଣ କରୁଥିବା ବେଳେ ହାତୀକୁ ନିୟନ୍ତ୍ରଣ କରିବାରେ ବନବିଭାଗ ଯେତେଚେଷ୍ଟା କଲେ ମଧ୍ୟ ବିଫଳ ହେଉଛି। ଆଜି ଦିନ ଦି ପହରରେ ହିତସରା ଜଙ୍ଗଲ ନିକଟରେ ଜଣେ ବ୍ୟକ୍ତିକୁ ହାତୀ ଦଳିଚକଟି ଦେଇଥିବା ଖବର ହସ୍ତଗତ ହୋଇଛି।

ବେସରକାରୀ ସୁତ୍ରରୁ ଜଣାପଡିଛି ଯେ, ହିତସରା ଗ୍ରାମର ଦୟାନିଧି ସାହୁ (୬୫) ଏବଂ ତାଙ୍କ ପୁତୁରା ସୁଦାମ ସାହୁ ରାଇଲ ଗ୍ରାମର ନିଜ ସଂପର୍କିୟଙ୍କ ଘରକୁ ବାହାଘର କାମରେ ଯାଇଥିଲେ। ଆଜି ରାଇଲରୁ ଗୋରୁ ଧରି ଫେରୁଥିବା ବେଳେ ଦୟାନିଧି ହାତୀ ହାବୁଡରେ ପଡିଯାଇଥିଲେ। ଦୟାନିଧିଙ୍କୁ ହାତୀ ଆକ୍ରମଣ କରିବାରୁ ସେ ଗୁରତର ହୋଇପଡିଥିଲେ। ତାଙ୍କ ସାଥିରେ ଥିବା ପୁତୁରା ସୁଦାମ ସାହୁ ହାତୀ ଠାରୁ ଅଳ୍ପକେ ବଂଚିଯାଇଥିଲେ। ସେ ହାତୀ କବଳରୁ ଘରକୁ ବହୁ କଷ୍ଟରେ ଆସି ସବୁ କଥା କହିବାରୁ ପରିବାର ଲୋକେ ବନ ବିଭାଗକୁ ଜଣାଇଥିଲେ। ବନବିଭାଗର ଫରେଷ୍ଟର ତଥା ଅନ୍ୟକର୍ମଚାରୀମାନେ ସେ ଜଙ୍ଗଲକୁ ଯାଇ ଦୟାନିଧିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।

ବୃଦ୍ଧ ଗୁରୁତର ରେଢାଖୋଲ ହାତୀ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026

ଆଜି ଏପ୍ରିଲ ୧୫ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 15, 2026

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026

ଆଜି ଏପ୍ରିଲ ୧୫ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 15, 2026

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.