ବ୍ରହ୍ମପୁର ମହାନଗରରେ ବିଜେଡି ମାରିନେଲା ମୋଟ ୩୦ଟି ଆସନ, ଅନ୍ୟ ଦଳକୁ କେତେ ?

Published: Mar 26, 2022, 11:52 pm IST

ଭୁବନେଶ୍ବର: ଆଜି ପୌର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଏଥିରେ ତିନି ମହାନଗରର ମେୟର ପଦବୀ ବିଜେଡି ଅକ୍ତିୟାର କରିଛି। ତେବେ ବ୍ରହ୍ମପୁର ମ୍ୟୁନିସିପାଲଟି କରପୋରେସନର ୪୨ଟି ୱାର୍ଡରୁ ବିଜେଡି ଅର୍ଦ୍ଧାଧିକ ଆସନ ଦଖଲ କରିଛି। ତେବେ ଏ ନେଇ ବିଧିବଧ ଭାବେ ରାଜ୍ୟ ନିର୍ବାଚନ କମିସନରଙ୍କ ତରଫରୁ ପ୍ରକାଶିତ ଦଳିୟ ଭିତ୍ତିରେ ଆସନ ସଂଖ୍ୟା ହେଲା

ବ୍ରହ୍ମପୁର ମହାନଗର ନିଗମର ମୋଟ ୪୨ଟି ୱାର୍ଡ ଆସନ ଘୋଷିତ
ବିଜେଡି- ୩୦
ବିଜେପି- ୦୭
କଂଗ୍ରେସ- ୦୧
ସ୍ବାଧୀନ- ୦୪

Related posts