Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏସ୍‌ଏସ୍‌ଏଫ୍‌ ସ୍ବର୍ଣ୍ଣ ପଦକ ସହ ପଞ୍ଚମ ଭାରତୀୟ ଭାବେ ଅଭିଷେକ ବର୍ମାଙ୍କୁ ଅଲମ୍ପିକ୍ସ ଯୋଗ୍ୟତା
ଆଜିର ଖବର

ଆଇଏସ୍‌ଏସ୍‌ଏଫ୍‌ ସ୍ବର୍ଣ୍ଣ ପଦକ ସହ ପଞ୍ଚମ ଭାରତୀୟ ଭାବେ ଅଭିଷେକ ବର୍ମାଙ୍କୁ ଅଲମ୍ପିକ୍ସ ଯୋଗ୍ୟତା

April 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଇଏସ୍‌ଏସ୍‌ଏଫ୍‌ ସ୍ବର୍ଣ୍ଣ ପଦକ ସହିତ ଅଲମ୍ପିକ୍ସ ଯୋଗ୍ୟତା ହାସଲରେ ସଫଳ ହୋଇଛନ୍ତି ଭାରତୀୟ ସୁଟର୍‌ ଅଭିଷେକ ବର୍ମା। ଶନିବାର ୧୦ ମି. ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିବା ସହିତ ପଞ୍ଚମ ଭାରତୀୟ ଭାବରେ ଟୋକିଓ ପାଇଁ ନିଜର ଟିକେଟ ପକ୍କା କରିଛନ୍ତି ଅଭିଷେକ। ଫାଇନାଲ୍‌ରେ ୨୪୨.୭ ପଏଣ୍ଟ ସହିତ ବର୍ମା ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଋଷିଆର ଆର୍ଟେମ୍‌ ଚେର୍ଣ୍ଣୋସେଭ୍‌୨୪୦.୪ ପଏଣ୍ଟ ସହିତ ରୌପ୍ୟ ପଦକ ଏବଂ ୨୨୦ ପଏଣ୍ଟ ସହିତ କୋରିଆର ସଓଙ୍ଗଉ ହାନ୍‌ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ନିଜର ପ୍ରଥମ ଆନ୍ତର୍ଜାତୀୟ ମୁକାବିଲାରେ ସ୍ବର୍ଣ୍ଣ ପଦକ ହାସଲର ଉପଲବ୍ଧି ହାସଲ କରିଛନ୍ତି ବର୍ମା। ଫାଇନାଲ୍‌ ଯୋଗ୍ୟତା ପର୍ଯ୍ୟାୟରେ ସମୁଦାୟ ୫୮୫ ପଏଣ୍ଟ ଚତୁର୍ଥ ସ୍ଥାନରେ ରହିଥିଲେ ଅଭିଷେକ ବର୍ମା। ପୂର୍ବରୁ ଏସିଆନ୍‌ ଗେମ୍ସରେ ପଦାର୍ପଣରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ବର୍ମା।

goldmedal issf olympic shooting thesamikhsya worldcup
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026
Latest News

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.