Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ତିଆରି ହେଲା ସାର୍ବଜନୀନ ସେବା କେନ୍ଦ୍ର
ଆଜିର ଖବର

ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ତିଆରି ହେଲା ସାର୍ବଜନୀନ ସେବା କେନ୍ଦ୍ର

April 6, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ସାର୍ବଜନୀନ ସେବା କେନ୍ଦ୍ର (ସିଏସ୍‌ସି)ର ନେଟୱର୍କ ତିଆରି କରିଛନ୍ତି।

ସିଏସ୍‌ସି ପ୍ରକଳ୍ପ ଗୁଡିକରେ ନାଗରିକ ମାନଙ୍କୁ ବିଭିନ୍ନ ସରକାରଙ୍କ- ଠାରୁ –ନାଗରିକ (ଜିଟୁସି) ଏବଂ ଅନ୍ୟ ନାଗରିକ କେନ୍ଦ୍ରିତ ଇ– ସେବା ଗୁଡିକର ବିତରଣ ନିମନ୍ତେ ସାରା ଦେଶରେ ୨.୫୦ ଲକ୍ଷ ଗ୍ରାମ ପଂଚାୟତ (ଜିପି) ଗୁଡିକରେ, ପ୍ରତ୍ୟେକରେ ଅତି କମ୍‌ରେ ଏକ ସିଏସ୍‌ସି ସ୍ଥାପନା ନିମନ୍ତେ ପ୍ରକଳ୍ପ କରାଯାଇଛି। ଏହା ଏକ ଆତ୍ମ-ପରିପୋଷଣୀୟ ଉଦ୍ୟୋଗୀ ଢାଂଚା ଅଟେ, ଯାହା ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ (ଭିଏଲ୍‌ଇ) ମାନଙ୍କ ଦ୍ୱାରା ପରିଚାଳିତ ହେବ।

୨୮ ଫେବୃୟାରୀ ପର୍ଯ୍ୟନ୍ତ, ସାରା ଦେଶରେ ୪,୬୩,୭୦୫ କାର୍ଯ୍ୟକ୍ଷମ ସିଏସ୍‌ସି ରହିଛି। ପ୍ରତ୍ୟେକ ସିଏସ୍‌ସିରେ ପାଖାପାଖି ୪ ଜଣ ଲୋକ କାର୍ଯ୍ୟ କରୁଛନ୍ତି। ସେହି ଅନୁସାରେ, ପାଖାପାଖି ୧୫ ଲକ୍ଷ ବ୍ୟକ୍ତି ସାରା ଦେଶରେ ସିଏସ୍‌ସି ଗୁଡିକରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି।

ଏହି ସୂଚନା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ଉଲ୍ଲେଖ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ

July 9, 2026

ଆଉ ଏକ ସିରିଜ୍ ହାରିଲା ଭାରତ: ଶେଷ ODI ୧ ୱିକେଟ୍ ରେ ଜିତିଲା ଶ୍ରୀଲଙ୍କା 

July 9, 2026

ବଙ୍ଗଳାରେ ବଡ଼ ରାଜନୈତିକ ହଲଚଲ: ବିଜେପିରେ ଯୋଗଦେଲେ ତିନି ପୂର୍ବତନ ଟିଏମସି ସାଂସଦ

July 9, 2026

କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା

July 9, 2026
Latest News

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ

July 9, 2026

ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ: ଯୋଗଦେଲେ ଉପରାଷ୍ଟ୍ରପତି

July 9, 2026

ଆଉ ଏକ ସିରିଜ୍ ହାରିଲା ଭାରତ: ଶେଷ ODI ୧ ୱିକେଟ୍ ରେ ଜିତିଲା ଶ୍ରୀଲଙ୍କା 

July 9, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ବଙ୍ଗଳାରେ ବଡ଼ ରାଜନୈତିକ ହଲଚଲ: ବିଜେପିରେ ଯୋଗଦେଲେ ତିନି ପୂର୍ବତନ ଟିଏମସି ସାଂସଦ

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.