Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମଆର ସ୍ନାତକୋତ୍ତର ଗବେଷଣା ବୃତ୍ତି
ଆଜିର ଖବର

ଏମ୍ସ ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମଆର ସ୍ନାତକୋତ୍ତର ଗବେଷଣା ବୃତ୍ତି

April 9, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
AIIMS Director on Antibiotics uses
AIIMS Director on Antibiotics uses

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର ୯ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମଆର ସ୍ନାତକୋତ୍ତର ଥେସିସ ବୃତ୍ତି ପ୍ରଦାନ କରାଯାଇଛି। ଜାନୁଆରୀ ୨୦୨୨ ଅଧିବେଶନ ପାଇଁ ସର୍ବଭାରତୀୟ ସ୍ତରରେ ପ୍ରାୟ ୫୦ ଜଣ ମେଡିକାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱରର ୯ ଛାତ୍ରଛାତ୍ରୀ ଏହି ମର୍ଯ୍ୟାଦାଜନକ ବୃତ୍ତି ପାଇ ଜାତୀୟ ସ୍ତରରେ ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି।

ଅସ୍ଥିଶଲ୍ୟ ବିଭାଗରୁ ଡ. ରାଘବେନ୍ଦ୍ର ଭି ବାଲାଗୋଡ଼, ମାଇକ୍ରୋବାୟୋଲୋଜିରୁ ଡ. ପ୍ରୀତିକା ଗେହଲୋଟ, ବାୟୋକେମିଷ୍ଟ୍ରି ବିଭାଗର ଡ. ସୁନକୋଜି ଶ୍ରୁଜନ, ଅଞ୍ଜୁ ଅଶୋକ ଏ କେ, ଭାରତ କୁମାର କୋପିସେଟ୍ଟି ଏବଂ ଡ. ଆଲିଆ ତହସିନ, ସିଏମଏଫଏମରୁ ଡ. ଶ୍ରୀଜାନି ମଣ୍ଡଳ, ଫାର୍ମାକୋଲୋଜି ବିଭାଗର ଡ. ଗୋବିନ୍ଦ ମିଶ୍ର ଏବଂ ଡ. ଶମ୍ପା ମାଜି ପ୍ରମୁଖଙ୍କୁ ଏହି ସମ୍ମାନଜନକ ଗବେଷଣା ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏମ୍ସ ଭୁବନେଶ୍ୱରର ଡ. ସୁଜିତ କୁମାର ତ୍ରିପାଠୀ, ଡ. ବିନୟ କୁମାର ହାଲୁର, ଡ. ସୁଚନ୍ଦ ସାହୁ, ଡ. ଗୌତମ କୁମାର ସାହାରିଆ, ଡ. ପ୍ରକୃତି ଦାଶ, ଡ. ସୁଚିତ୍ରା କୁମାରୀ, ଡ. ପ୍ରିୟମାଧବ ବେହେରା, ଡ. ଦେବାଶିଷ ହୋତା ଏବଂ ଡ. ରିତୁପର୍ନ ମାଇତି ପ୍ରମୁଖ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଗାଇଡ ଥିଲେ।

ଉଲ୍ଲେଖଯୋଗ୍ୟଯେ ପ୍ରତି ୬ ମାସରେ ୪୫ ମେଡିକାଲ ଏବଂ ୫-୬ ଡେଣ୍ଟାଲ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଏହି ଗବେଷଣା ବୃତ୍ତି ପ୍ରଦାନ କରାଯାଇଥାଏ। ଦେଶର ବିଭିନ୍ନ ମେଡିକାଲ କଲେଜରୁ ହଜାର ହଜାର ଛାତ୍ରଛାତ୍ରୀ ଏନେଇ ଆବେଦନ କରିଥାଆନ୍ତି।

ଏହି ଅବସରରେ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ, ମେଡିକାଲ ଅଧୀକ୍ଷକ ଡକ୍ଟର ଏସ ଏନ ମହାନ୍ତି ଏବଂ ଅନ୍ୟମାନେ ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଗାଇଡଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିର ଦାନ ଚୋରି ମାମଲାରେ ନୂଆ ଖୁଲାସା: ମହିଳା ବନ୍ଧୁଙ୍କୁ ଟଙ୍କା ଦେଇଥିଲେ ଅଭିଯୁକ୍ତ

July 5, 2026

ସ୍କୁଲର ବିକାଶ ପାଇଁ ୨୩ ଜିଲ୍ଲାର ୬୦୯ ଟି ପ୍ରକଳ୍ପକୁ ମଞ୍ଜୁର କଲା ପଞ୍ଚସଖା ଶିକ୍ଷା ସେତୁ ସଂଗଠନ

July 5, 2026

କେଉଁ ସମୟରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦?: ଦେଖନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 5, 2026

Vice President Odisha Tour: ଭୁବନେଶ୍ବର ଆସିବେ ଉପରାଷ୍ଟ୍ରପତି, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

July 5, 2026
Latest News

ହର୍ମୁଜ୍ ପାଇଁ ଟୋଲ୍ ଆଦାୟ କରିବ ଇରାନ: କ’ଣ ଭାରତ ଉପରେ ମଧ୍ୟ ଲାଗୁ ହେବ ଏହି ନିୟମ?

July 5, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ ନୂଆ ଖୁଲାସା: ମହିଳା ବନ୍ଧୁଙ୍କୁ ଟଙ୍କା ଦେଇଥିଲେ ଅଭିଯୁକ୍ତ

July 5, 2026

ସ୍କୁଲର ବିକାଶ ପାଇଁ ୨୩ ଜିଲ୍ଲାର ୬୦୯ ଟି ପ୍ରକଳ୍ପକୁ ମଞ୍ଜୁର କଲା ପଞ୍ଚସଖା ଶିକ୍ଷା ସେତୁ ସଂଗଠନ

July 5, 2026

କେଉଁ ସମୟରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦?: ଦେଖନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 5, 2026

Vice President Odisha Tour: ଭୁବନେଶ୍ବର ଆସିବେ ଉପରାଷ୍ଟ୍ରପତି, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

July 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.