
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗୁଜୁରାଟର ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କୁ ଭେଟି ଗ୍ରାମାଞ୍ଚଳର ବିକାଶ ସହ ଜନ ଶକ୍ତିଙ୍କ ସାମାଜିକ ପ୍ରଗତି ପାଇଁ ଆଲୋଚନା କରିଥିଲେ ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଗତକାଲି ଗୁଜୁରାଟର ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କ ସହ ଏକ ଉତ୍ତମ ବୈଠକ ଥିଲା । ଗ୍ରାମାଞ୍ଚଳର ବିକାଶ ସହ ଜନ ଶକ୍ତିଙ୍କ ସାମାଜିକ ପ୍ରଗତି ପାଇଁ ଆମେ ଆଲୋଚନା କରିଥିଲୁ ।”
Tags: ନରେନ୍ଦ୍ର ମୋଦୀ, ପଞ୍ଚାୟତ ସଦସ୍ୟ