
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୋଇଲା ବୈଶାଖ ଅବସରରେ ଏକ ଶୁଭ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି!
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ପୋଇଲା ବୈଶାଖର ଶୁଭେଚ୍ଛା। ଏହି ବିଶେଷ ଉତ୍ସବ ବଙ୍ଗୀୟ ସଂସ୍କୃତିକୁ ପ୍ରଦର୍ଶିତ କରିଥା। ମୁଁ ଆଶା କରୁଛି ଆଗାମୀ ବର୍ଷ ଏହା ସହିତ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆଣିଦେଉ। ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ହେଉ।”
Tags: ନରେନ୍ଦ୍ର ମୋଦୀ, ପୋଇଲା ବୈଶାଖ