Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଥଣ୍ଡା ଜ୍ଵର ଥିଲେ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ କରି ଆଇସୋଲେସନରେ ରଖନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଆଜିର ଖବର

ଥଣ୍ଡା ଜ୍ଵର ଥିଲେ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ କରି ଆଇସୋଲେସନରେ ରଖନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

April 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଦେଶରେ ପୁଣିଥରେ କରୋନା ମାମଲା ଉପରମୁହାଁ ହେବାରେ ଲାଗିଛି। ଅନେକ ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ଚତୁର୍ଥ ତରଙ୍ଗ ଆଶଙ୍କା ବଢିବାରେ ଲାଗିଛି। ତେଣୁ କରୋନା ସଂକ୍ରମଣ ତଥା ଚତୁର୍ଥ ତରଙ୍ଗରୁ ବର୍ତ୍ତିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟଗୁଡିକୁ ପ୍ରସ୍ତୁତ ରହିବାକୁ କୁହାଯାଉଛି। ଦିଲ୍ଲୀରେ ସଂକ୍ରମଣ ଗୃଦ୍ଧି ପାଉଥିବା ବେଳେ ଓଡିଶାରେ ବର୍ତ୍ତମାନ ସ୍ଥିତି ଭଲ ଅଛି। କିନ୍ତୁ ରାଜ୍ୟ ସରକାର ଏନେଇ କୌଣସି ଅବହେଳା କରିବାକୁ ଚାହୁଁନାହାନ୍ତି। ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ନଜର ରଖିଛନ୍ତି। ବିଦ୍ୟାଳୟଗୁଡିକକୁ ଆସି ଛାତ୍ରଛାତ୍ରୀ ପାଠ ପଢୁଥିବାରୁ ସେଠାରେ ସଂକ୍ରମଣ ଭୟ ଦେଖାଯାଉଛି।

ତେଣୁ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାମାପତ୍ର ପରାମର୍ଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ସାମାନ୍ୟ ଥଣ୍ଡା ଜ୍ଵର ହେଲେ ତୁରନ୍ତ ଟେଷ୍ଟ କରିବା ସହ ଆଇସୋଲେସନରେ ରଖିବାକୁ ଡାକ୍ତର ମହାପାତ୍ର କହିଛନ୍ତି। ଥଣ୍ଡା ଜ୍ଵର କେବଳ କରୋନା ନୁହେଁ, ତାହା ଅନ୍ୟ ସଂକ୍ରମଣର କାରଣ। ତେଣୁ ଯଥା ଶୀଘ୍ର ଟେଷ୍ଟ କରି ଲକ୍ଷଣ ଥିବା ଛତରାଛତ୍ରୀଙ୍କୁ ଆଇସୋଲେସନ ରଖନ୍ତୁ। ଅବହେଳା କରିବା ଅର୍ଥ ବିପଦକୁ ଡାକିବା ସଙ୍ଗେ ସମାନ ବୋଲି ବିଜୟ ମହାପାତ୍ର କହିଛନ୍ତି।

ଆଇସୋଲେସନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

May 15, 2026

ଡାକ୍ତରଙ୍କୁ ପିଟି ପିଟି ମାରିଦେଲେ

May 15, 2026

ବଢିଲା ତେଲ ଦର: ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା, ଡିଜେଲ ୩.୧୧ ଟଙ୍କା ମହଙ୍ଗା

May 15, 2026

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ

May 15, 2026
Latest News

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

May 15, 2026

ଡାକ୍ତରଙ୍କୁ ପିଟି ପିଟି ମାରିଦେଲେ

May 15, 2026

ବଢିଲା ତେଲ ଦର: ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା, ଡିଜେଲ ୩.୧୧ ଟଙ୍କା ମହଙ୍ଗା

May 15, 2026

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ

May 15, 2026

ଗତ ଚାରି ମାସରେ ରେଳବାଇର ସିମେଣ୍ଟ ପରିବହନ ୧୭୦% ବୃଦ୍ଧି

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.