Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»HIGH ALERT: ଆଜି ତାତିରେ ସିଝିବ ୧୧ ଟି ଜିଲ୍ଲା, ପାଣିପାଗ ବିଭାଗ କଲା ସତର୍କ
ଆଜିର ଖବର

HIGH ALERT: ଆଜି ତାତିରେ ସିଝିବ ୧୧ ଟି ଜିଲ୍ଲା, ପାଣିପାଗ ବିଭାଗ କଲା ସତର୍କ

April 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
HIGH ALERT: ଆଜି ତାତିରେ ସିଝିବ ୧୧ ଟି ଜିଲ୍ଲା, ପାଣିପାଗ ବିଭାଗ କଲା ସତର୍କ

ଭୁବନେଶ୍ବର: ଆଜି ୧୧ ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡିକ ହେଲା ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲା। ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗ ଅନୁସାରେ ଆଗାମୀ ୨ ଦିନ ଯାଏଁ ତାତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ତାତି ରହିବ ବୋଲି ଜଣାପଡିଛି।

ଗ୍ରୀଷ୍ମ ପ୍ରବାହ ତାପମାତ୍ରା ପାଣିପାଗ
Share. Facebook Twitter LinkedIn Email WhatsApp Copy Link

Related Posts

୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା: ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

August 28, 2026

ଇସ୍ତଫା ଦେବେ ନ୍ୟାସନାଲ କନଫରେନ୍ସ ସାଂସଦ: ଦଳ ମଧ୍ୟ ଛାଡିବେ

August 28, 2026

ନେପାଳ ପାଇଁ ଆଉ ଏକ ବଡ଼ ବିପର୍ଯ୍ୟୟ!: ସତର୍କତା ଜାରି କଲା ଚୀନ୍ 

August 28, 2026

ଆଜିଠାରୁ ମହିଳା କ୍ରିକେଟ ଏସିଆ କପ୍: ଦେଖନ୍ତୁ ଭାରତର କାର୍ଯ୍ୟସୂଚୀ

August 28, 2026
Latest News

୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା: ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

August 28, 2026

ଇସ୍ତଫା ଦେବେ ନ୍ୟାସନାଲ କନଫରେନ୍ସ ସାଂସଦ: ଦଳ ମଧ୍ୟ ଛାଡିବେ

August 28, 2026

ନେପାଳ ପାଇଁ ଆଉ ଏକ ବଡ଼ ବିପର୍ଯ୍ୟୟ!: ସତର୍କତା ଜାରି କଲା ଚୀନ୍ 

August 28, 2026

ଆଜିଠାରୁ ମହିଳା କ୍ରିକେଟ ଏସିଆ କପ୍: ଦେଖନ୍ତୁ ଭାରତର କାର୍ଯ୍ୟସୂଚୀ

August 28, 2026

ସଙ୍କଟକୁ ସାମ୍ନା କରି ହରମୁଜ୍ ରୁ ଆସୁଛି ଇରାକୀ ତେଲ: ପୂର୍ଣ୍ଣ ଶକ୍ତି ଲଗାଉଛି ବିପିସିଏଲ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.