
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଦ୍-ଉଲ୍-ଫିତରର ଶୁଭ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଇଦ୍-ଉଲ୍-ଫିତରରେ ଶୁଭେଚ୍ଛା। ଏହି ଶୁଭ ଉତ୍ସବ ଆମ ସମାଜରେ ଏକତା ଏବଂ ଭାଇଚାରାର ଆବେଗକୁ ବଢାଇବ। ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧିର ଆଶୀର୍ବାଦ ପ୍ରାପ୍ତ କରନ୍ତୁ।
Tags: ଇଦ୍-ଉଲ୍-ଫିତର, ନରେନ୍ଦ୍ର ମୋଦୀ