
ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥଗିତ ରଖିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଇନ୍ଟାକ୍ ଚିଠି ଲେଖିଛି। ଏହି ମାମଲା ହାଇକୋର୍ଟରେ ବିଚାରଧିନ ଥିବାରୁ କାମ ସ୍ଥଗିତ କରିବା ପାଇଁ ଚିଠିରେ କୁହାଯାଇଛି। ବର୍ତ୍ତମାନ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦବେଗ ରହିଛି। ତେଣୁ ହାଇକୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ସ୍ଥଗିତ ରଖିବାକୁ କୁହାଯାଇଛି।