Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁ ଓ କଶ୍ମୀର ସୁରକ୍ଷା ପରିସ୍ଥିତି ଉପରେ ସମୀକ୍ଷା ବୈଠକ
ଆଜିର ଖବର

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁ ଓ କଶ୍ମୀର ସୁରକ୍ଷା ପରିସ୍ଥିତି ଉପରେ ସମୀକ୍ଷା ବୈଠକ

May 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଅମିତ ଶାହ ଆଜି (ତା୧୭.୫.୨୦୨୨) ନୂଆଦିଲ୍ଲୀଠାରେ ଜମ୍ମୁ ଓ କଶ୍ମୀରର ସୁରକ୍ଷା ସମୀକ୍ଷା କରିଛନ୍ତି। ବୈଠକରେ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ଜାତୀୟ ସୁରକ୍ଷା  ପରାମର୍ଶଦାତା ଅଜିତ ଡୋଭାଲ, ସେନାଧ୍ୟକ୍ଷ, ଭାରତ ସରକାର ଏବଂ ଜମ୍ମୁ ଓ କାଶ୍ମୀର ପ୍ରାଶାସନର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

ଶ୍ରୀ ଶାହା ସୁରକ୍ଷାବଳ ଓ ପୁଲିସ ବାହିନୀ ମିଳିମିଶି ଆତଙ୍କ ବିରୋଧୀ କାର୍ଯ୍ୟକଳାପ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଶାହ ଏକ ସମୃଦ୍ଧ ଓ ଶାନ୍ତ ଜମ୍ମୁ ଓ କଶ୍ମୀର ନେଇ ପ୍ରଧାନମନ୍ତ୍ରୀଙ୍କ ଦୂର ଦୃଷ୍ଟି ଯୋଗୁ ସୁରକ୍ଷାବଳ କେନ୍ଦ୍ରଶାସିତ ଅଞ୍ଚଳରୁ ଆତଙ୍କବାଦର ମୂଳପୋଛ ସହ ସୀମାପାର ଅନୁପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହିଥିଲେ।

ଅଜିତ ଡୋଭାଲ ଅମିତ ଶାହ କେନ୍ଦ୍ର ଗୃହ ମନ୍ତ୍ରୀ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର
Share. Facebook Twitter LinkedIn Email WhatsApp Copy Link

Related Posts

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା

September 8, 2026

୨୦୨୭ ଟାର୍ଗେଟ୍‌ରେ କଂଗ୍ରେସ: ଉତ୍ତରାଖଣ୍ଡରେ ମୁଦ୍ଦା ନୁହେଁ, ରଣନୀତିର ଖେଳ

September 8, 2026

ହର୍ମୁଜ୍ ପ୍ରଣାଳୀ ଉପରେ ନୂତନ ଯୋଜନା ପ୍ରସ୍ତୁତ କଲା ଇରାନ: ଭାରତ ପାଇଁ କେତେ ବିପଦ?

September 8, 2026

୨୦୨୭ ବିଶ୍ୱକପ୍‌ ପାଇଁ ଇଂଲଣ୍ଡର ମାଷ୍ଟରପ୍ଲାନ୍‌: ଟିମ୍‌ରେ ଏଣ୍ଟ୍ରି କରିବେ କେଭିନ୍‌ ପିଟରସନ୍‌

September 8, 2026
Latest News

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା

September 8, 2026

୨୦୨୭ ଟାର୍ଗେଟ୍‌ରେ କଂଗ୍ରେସ: ଉତ୍ତରାଖଣ୍ଡରେ ମୁଦ୍ଦା ନୁହେଁ, ରଣନୀତିର ଖେଳ

September 8, 2026

ହର୍ମୁଜ୍ ପ୍ରଣାଳୀ ଉପରେ ନୂତନ ଯୋଜନା ପ୍ରସ୍ତୁତ କଲା ଇରାନ: ଭାରତ ପାଇଁ କେତେ ବିପଦ?

September 8, 2026

୨୦୨୭ ବିଶ୍ୱକପ୍‌ ପାଇଁ ଇଂଲଣ୍ଡର ମାଷ୍ଟରପ୍ଲାନ୍‌: ଟିମ୍‌ରେ ଏଣ୍ଟ୍ରି କରିବେ କେଭିନ୍‌ ପିଟରସନ୍‌

September 8, 2026

ଭୁବନେଶ୍ବରରେ ଜଳିଗଲା କାର

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.