Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଗ୍ନିପଥ ଯୋଜନା ନେଇ ଗୃହ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି, ଅଗ୍ନିବୀରଙ୍କ ପାଇଁ ସଂରକ୍ଷିତ ରହିବ ସିଟ୍
ଆଜିର ଖବର

ଅଗ୍ନିପଥ ଯୋଜନା ନେଇ ଗୃହ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି, ଅଗ୍ନିବୀରଙ୍କ ପାଇଁ ସଂରକ୍ଷିତ ରହିବ ସିଟ୍

June 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୬’ ପାଇଁ ଦୁଇଟି ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଚାଲିଥିବା ଅଡୁଆ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଟୁଇଟ୍ କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, CAPF ଏବଂ ଆସାମ ରାଇଫଲ୍ସରେ ନିଯୁକ୍ତିରେ ୪ ବର୍ଷ ପୂରଣ କରିଥିବା ଅଗ୍ନିବୀରଙ୍କୁ କେତେ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ। ଗୃହ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ପାରାମିଲିଟାରୀ ଫୋର୍ସରେ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଏହା ସହିତ ଗୃହ ମନ୍ତ୍ରଣାଳୟ CAPF ଏବଂ ଆସାମ ରାଇଫଲ୍ସରେ ନିଯୁକ୍ତି ପାଇଁ ଅଗ୍ନିବୀରଙ୍କୁ ଦିଆଯାଇଥିବା ସର୍ବାଧିକ ପ୍ରବେଶ ବୟସ ସୀମା ମଧ୍ୟରେ ୩ ବର୍ଷ ଆଶ୍ଵସ୍ତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଏବଂ ଅଗ୍ନିପଥ ଯୋଜନାର ପ୍ରଥମ ବ୍ୟାଚ୍ ପାଇଁ ଏହି ଆଶ୍ଵସ୍ତି ୫ ବର୍ଷ ହେବ।

କହିବାକୁ ଗଲେ ଗତ ଚାରି ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ ଅଗ୍ନିପଥ ଯୋଜନା ସମ୍ପର୍କରେ ପ୍ରଦର୍ଶନ ଚାଲିଛି। ଅନେକ ସ୍ଥାନରେ ପ୍ରଦର୍ଶନ ନାମରେ ନିଆଁ ଲଗାଇ ଦିଆଯାଉଛି। ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବାକୁ ଦେଶର ଯୁବକମାନେ ସରକାରଙ୍କୁ ନିବେଦନ କରୁଛନ୍ତି। ଯଦିଓ ଯୁବକମାନଙ୍କୁ ଶାନ୍ତ କରିବା ପାଇଁ ସରକାର ଏହି ଯୋଜନାରେ ଅନେକ ପରିବର୍ତ୍ତନ କରୁଛନ୍ତି, ଏହା ପୂର୍ବରୁ ମଧ୍ୟ ନିଯୁକ୍ତି ଏବଂ ପାରାମିଲିଟାରୀ ଫୋର୍ସ ପାଇଁ ବୟସ ସୀମାକୁ ଅଗ୍ରାଧିକାର ଦିଆଯିବ ବୋଲି କୁହାଯାଇଥିଲା, କିନ୍ତୁ ଏହାର ମଧ୍ୟ କୌଣସି ପ୍ରଭାବ ପଡ଼ିଲା ନାହିଁ।

ଏହି ନିଯୁକ୍ତି ପାଇଁ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ କରି ଦୁଇ ଦିନ ମଧ୍ୟରେ ‘ଅଗ୍ନିପଥ’ ଯୋଜନା ଅଧୀନରେ ଏହି ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହେବ ବୋଲି ସେନା କହିଛି। ସେନା ଅଧିକାରୀ କହିଛନ୍ତି ଯେ, ପ୍ରାରମ୍ଭିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେନାର ବିଭିନ୍ନ ଏଜେନ୍ସି ଏବଂ ପ୍ରତିଷ୍ଠାନଗୁଡ଼ିକ ନିଯୁକ୍ତି ପ୍ରକ୍ରିୟାର ସବିଶେଷ ତଥ୍ୟ ପ୍ରଦାନ କରିବେ ଯେପରିକି ଖାଲିଥିବା ପଦବୀ, ନିଯୁକ୍ତି ରାଲିର ସ୍ଥାନ ଏବଂ ପରୀକ୍ଷା ସୂଚୀ। ଅଧିକାରୀମାନେ କହିଛନ୍ତି ଯେ, ‘ଅଗ୍ନିପଥ’ ଯୋଜନା ଅଧୀନରେ ଡିସେମ୍ବର ସୁଦ୍ଧା ନିଯୁକ୍ତିର ତାଲିମ ଆରମ୍ଭ କରିବାକୁ ସେନା ଏକ ଲକ୍ଷ୍ୟ ସ୍ଥିର କରିଛି।

'ଅଗ୍ନିବୀର ଅଗ୍ନିପଥ ଯୋଜନା ଗୃହ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026
Latest News

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.