Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜେଇଇ ମେନ ସେସନ-2 ଆବେଦନ ପାଇଁ ଖୋଲିଲା ପୋର୍ଟାଲ, କରନ୍ତୁ ରେଜିଷ୍ଟ୍ରେସନ
ଆଜିର ଖବର

ଜେଇଇ ମେନ ସେସନ-2 ଆବେଦନ ପାଇଁ ଖୋଲିଲା ପୋର୍ଟାଲ, କରନ୍ତୁ ରେଜିଷ୍ଟ୍ରେସନ

July 7, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜେଇଇ ମେନ ସେସନ-2 ପାଇଁ ଖୋଲିଲା ପୋର୍ଟାଲ, କରନ୍ତୁ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ: ଜେଇଇ ମେନ 2022 ସେସନ ଦୁଇ ପାଇଁ ବର୍ତ୍ତମାନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି। ଜାତୀୟ ଟେଷ୍ଟିଂ ଏଜେନସି ଏହି ସୂଚନା ଦେଇଛି। ସେହି ଅନୁସାରେ ଯେଉଁମାନେ ଆବେଦନ କରିବେ ସେମାନେ ଆସନ୍ତା ଜୁଲାଇ 9 ତାରିଖ ପର୍ଯ୍ୟନ୍ତ କରିପାରିବେ। କାରଣ 9 ତାରିଖ ରାତି 11ଟା 50 ପରେ ଏହି ରେଜିଷ୍ଟ୍ରେସନ ବନ୍ଦ ହୋଇଯିବ।

ଯେଉଁମାନେ ଏହି ରେଜିଷ୍ଟ୍ରେସନ କରିବା ପାଇଁ ଚାହାଁନ୍ତି ସେମାନେ ଜେଇଇ ପୋର୍ଟାଲ ବା ୱେବସାଇଟ jeemain.nta.nic.in କୁ ଯାଇ ଲଗଅନ କରିପାରିବେ। ଯେଉଁମାନେ ସେସନ-1 ରେ ଆବେଦନ କରିଛନ୍ତି କିନ୍ତୁ ସେମାନେ ସେସନ-2 ରେ ରେଜିଷ୍ଟ୍ରେସନ କରିବା ପାଇଁ ଚାହାଁନ୍ତି ସେମାନେ ପୂର୍ବ ନମ୍ବର ଏଥିରେ ଦେବାକୁ ପଡିବ। ଏହି ରେଜିଷ୍ଟ୍ରେସନ ପକ୍ରିୟା 9 ତାରିଖ ରାତି 11ଟା 50 ରେ ଶେଷ ହେବ।

JEE Main Exam ଜେଇଇ ଜେଇଇ ମେନ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ରତ୍ନ ଭଣ୍ଡାରକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ

April 23, 2026

ଟ୍ରାଫ୍ଫିକ ଯନ୍ତ୍ରଣାର ଅନ୍ତ କେବେ ?

April 23, 2026

ପ୍ରବାସୀ ଓଡ଼ିଆଙ୍କ ଗୁଜୁରାଟର ଅଙ୍କଲେଶ୍ୱରରେ ଓଡ଼ିଆ ନୂତନ ବର୍ଷ ପାଳିତ

April 23, 2026

ଭିଡିଓ ଭାଇରାଲ କରି ୫ ଗିରଫ

April 23, 2026
Latest News

ରତ୍ନ ଭଣ୍ଡାରକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ

April 23, 2026

ଟ୍ରାଫ୍ଫିକ ଯନ୍ତ୍ରଣାର ଅନ୍ତ କେବେ ?

April 23, 2026

ପ୍ରବାସୀ ଓଡ଼ିଆଙ୍କ ଗୁଜୁରାଟର ଅଙ୍କଲେଶ୍ୱରରେ ଓଡ଼ିଆ ନୂତନ ବର୍ଷ ପାଳିତ

April 23, 2026

ଭିଡିଓ ଭାଇରାଲ କରି ୫ ଗିରଫ

April 23, 2026

୪, ୬୨୩ ଜଣଙ୍କୁ ମିଳିଲା ନିଯୁକ୍ତି

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.