ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୧୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୧୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୧୩୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୪୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୬୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୬୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୨
ବାଲେଶ୍ଵର ଜିଲ୍ଲାରୁ- ୨୫
ବରଗଡ ଜିଲ୍ଲାରୁ- ୨୩
ଭଦ୍ରକ ଜିଲ୍ଲାରୁ- ୧୪
ବଲାଙ୍ଗୀରି ଜିଲ୍ଲାରୁ- ୧୭
ବୌଦ୍ଧ ଜିଲ୍ଲାରୁ- ୧
କଟକ ଜିଲ୍ଲାରୁ- ୧୧୧
ଦେବଗଡ ଜିଲ୍ଲାରୁ- ୩
ଢେଙ୍କାନାଳ ଜିଲ୍ଲାରୁ- ୩
ଗଜପତି ଜିଲ୍ଲାରୁ- ୫
ଗଞ୍ଜାମ ଜିଲ୍ଲାରୁ- ୪
ଜଗତସିଂହପୁର ଜିଲ୍ଲାରୁ- ୧୦
ଯାଜପୁର ଜିଲ୍ଲାରୁ- ୩୬
ଝାରସୁଗୁଡା ଜିଲ୍ଲାରୁ- ୨୫
କଳାହାଣ୍ଡି ଜିଲ୍ଲାରୁ- ୯
କନ୍ଧମାଳ ଜିଲ୍ଲାରୁ- ୧୭
କେନ୍ଦ୍ରାପଡା ଜିଲ୍ଲାରୁ- ୧୮
କେନ୍ଦୁଝର ଜିଲ୍ଲାରୁ- ୧୧
ଖୋର୍ଦ୍ଧା ଜିଲ୍ଲାରୁ- ୨୦୯
କୋରାପୁଟ ଜିଲ୍ଲାରୁ- ୧୧
ମାଲକାନଗିରି ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୯୩
ନବରଙ୍ଗପୁର ଜିଲ୍ଲାରୁ- ୯
ନୟାଗଡ ଜିଲ୍ଲାରୁ- ୩୩
ପୁରୀ ଜିଲ୍ଲାରୁ- ୧୪
ରାୟଗଡା ଜିଲ୍ଲାରୁ- ୧୪
ସମ୍ବଲପୁର ଜିଲ୍ଲାରୁ- ୧୦୬
ସୋନପୁର ଜିଲ୍ଲାରୁ- ୧୮
ସୁନ୍ଦରଗଡ ଜିଲ୍ଲାରୁ- ୨୨୫
ଷ୍ଟେଟ ପୁଲରୁ- ୪୭
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୫ ହଜାର ୪୯୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୯୭୦ ଏବଂ ବର୍ତ୍ତମାନ ୭୩୪୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।