ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୦୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୦୨୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୯୫ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୫୯୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୨୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୨୩
ବରଗଡ ଜିଲ୍ଲାରୁ- ୨୫
ଭଦ୍ରକ ଜିଲ୍ଲାରୁ- ୧୭
ବଲାଙ୍ଗୀରି ଜିଲ୍ଲାରୁ- ୨୫
ବୌଦ୍ଧ ଜିଲ୍ଲାରୁ- ୧୧
କଟକ ଜିଲ୍ଲାରୁ- ୫୨
ଦେବଗଡ ଜିଲ୍ଲାରୁ- ୮
ଗଜପତି ଜିଲ୍ଲାରୁ- ୭
ଜଗତସିଂହପୁର ଜିଲ୍ଲାରୁ- ୧୩
ଯାଜପୁର ଜିଲ୍ଲାରୁ- ୧୪
ଝାରସୁଗୁଡା ଜିଲ୍ଲାରୁ- ୨୧
କଳାହାଣ୍ଡି ଜିଲ୍ଲାରୁ- ୨୮
କନ୍ଧମାଳ ଜିଲ୍ଲାରୁ- ୧୭
କେନ୍ଦ୍ରାପଡା ଜିଲ୍ଲାରୁ- ୧୨
କେନ୍ଦୁଝର ଜିଲ୍ଲାରୁ- ୧୨
ଖୋର୍ଦ୍ଧା ଜିଲ୍ଲାରୁ- ୧୫୮
କୋରାପୁଟ ଜିଲ୍ଲାରୁ- ୧୬
ମୟୂରଭଞ୍ଜ ଜିଲ୍ଲାରୁ- ୭୧
ନବରଙ୍ଗପୁର ଜିଲ୍ଲାରୁ- ୧୯
ନୟାଗଡ ଜିଲ୍ଲାରୁ- ୨୭
ନୂଆପଡା ଜିଲ୍ଲାରୁ- ୧୨
ପୁରୀ ଜିଲ୍ଲାରୁ- ୧୪
ରାୟଗଡା ଜିଲ୍ଲାରୁ- ୯
ସମ୍ବଲପୁର ଜିଲ୍ଲାରୁ- ୮୮
ସୋନପୁର ଜିଲ୍ଲାରୁ- ୨୬
ସୁନ୍ଦରଗଡ ଜିଲ୍ଲାରୁ- ୨୫୯
ଷ୍ଟେଟ ପୁଲରୁ- ୩୫
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୧ ହଜାର ୧୩୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୫ ହଜାର ୧୫୭ ଏବଂ ବର୍ତ୍ତମାନ ୬୭୮୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।