Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବିଷ୍ୟତରେ ଓଡିଶାକୁ ଅନୁକରଣ କରିବେ ବିଶ୍ବବାସୀ ; ମାଳିକା ଗବେଷକ ପଣ୍ଡିତ କାଶୀନାଥ ମିଶ୍ର
ଆଜିର ଖବର

ଭବିଷ୍ୟତରେ ଓଡିଶାକୁ ଅନୁକରଣ କରିବେ ବିଶ୍ବବାସୀ ; ମାଳିକା ଗବେଷକ ପଣ୍ଡିତ କାଶୀନାଥ ମିଶ୍ର

July 30, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭବିଷ୍ୟତରେ ଓଡିଶାକୁ ଅନୁକରଣ କରିବେ ବିଶ୍ବବାସୀ ; ମାଳିକା ଗବେଷକ ପଣ୍ଡିତ କାଶୀନାଥ ମିଶ୍ର

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୬୨ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ମାଳିକା ଗବେଷକ ପଣ୍ଡିତ କାଶିନାଥ ମିଶ୍ର ଯୋଗଦାନ କରିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ପଣ୍ଡିତ କାଶୀନାଥ ମିଶ୍ର ବିଶ୍ବ ସଂସ୍କୃତି ଓ ବର୍ତ୍ତମାନ ସମୟରେ ମାଳିକାର ବିଶେଷତ୍ୱ ଉପରେ ବିସ୍ତୃତ ଭାବ ବ୍ୟାଖା କରିଥିଲେ।

ସେ କହିଥିଲେ ଯେ, ଓଡ଼ିଶାର ପରମ୍ପରା, ସଂସ୍କୃତି, ଅଧ୍ୟାତ୍ମିକ ଚେତନା ସମୟ ଆସିବ ଯାହା ସାରା ବିଶ୍ୱର ପରିସ୍ଥିତି ଓ ପରିବେଶକୁ ପରିବର୍ତ୍ତନ କରିବାକୁ ସକ୍ଷମ ହେବ। ଓଡ଼ିଶା ହେଉଛି ଦେବଦେବ ଭଗବାନଙ୍କର ଜନ୍ମସ୍ଥାନ ଏବଂ ଓଡ଼ିଶାରେ ଦ୍ୱିତୀୟ ଅଯୋଧ୍ୟା ଏବଂ ଦ୍ୱିତୀୟ ବୃନ୍ଧାବନ ସୃଷ୍ଟିହେବ।

ସାରା ବିଶ୍ୱରୁ ମନୁଷ୍ୟ ସମାଜ ଓଡ଼ିଶାକୁ ଅନୁସରଣ କରିବାକୁ ସମୟ ଆସିଛି। ବର୍ତ୍ତମାନ ସମୟ ଏକ ବିପଦ ପୂର୍ଣ୍ଣ ସମୟ ଦେଇ ମାନବ ସମାଜ ଗତି କରୁଥିବା ବେଳେ ମାନବ ସମାଜକୁ ନୂତନ ଶକ୍ତି ସଂଚାରର ଆଲୋକ ମାଳିକା ମାଧ୍ୟମରେ ହିଁ ମଣିଷ ସମାଜକୁ ପ୍ରାପ୍ତ ହେବ। ସମସ୍ତ ମାନବକୁ ସନ୍ଦେଶ- ପ୍ରତ୍ୟେକ ମନୁଷ୍ୟ ସତ୍ୟ, ଶାନ୍ତି, ଦୟା, କ୍ଷମା ଏବଂ ମୈତ୍ରିକୁ ନିଜର ଜୀବନର ଶୈଳୀକୁ ଅବଲମ୍ବନ କରନ୍ତୁ।

ପ୍ରତ୍ୟେକ ଦିନ ସନାତନ ଧର୍ମର ପରମ ଶାସ୍ତ୍ର ଶ୍ରୀମଦ୍ ଭାଗବତକୁ ପଠନ କରନ୍ତୁା ପ୍ରତ୍ୟେକ ଦିନ ନିଜର କିଛି ଖାଦ୍ୟର ଅଂଶକୁ ଦିନ, ଦୁଃଖି ଦରିଦ୍ର ଓ ଜୀବଜନ୍ତୁଙ୍କୁ ଦାନ କରନ୍ତୁ। ଉକ୍ତ କର୍ମ କରିବା ଦ୍ୱାରା ମନୁଷ୍ୟ ସତ୍ୟଯୁଗକୁ ଯାଇ ପାରିବ।

ମୁଖ୍ୟ ଅତିଥି ଭାବରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ପାଢ଼ୀ ଯୋଗଦାନ କରିଥିଲୋ ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା।

ଅଭିଲେଖାଗାର
Share. Facebook Twitter LinkedIn Email WhatsApp Copy Link

Related Posts

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026
Latest News

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.