ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୦୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୯୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୯୮୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୫୭୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୦୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୧୩
ବରଗଡ ଜିଲ୍ଲାରୁ- ୪୪
ଭଦ୍ରକ ଜିଲ୍ଲାରୁ- ୧୨
ବଲାଙ୍ଗୀରି ଜିଲ୍ଲାରୁ- ୨୨
ବୌଦ୍ଧ ଜିଲ୍ଲାରୁ- ୧୦
କଟକ ଜିଲ୍ଲାରୁ- ୩୮
ଦେବଗଡ ଜିଲ୍ଲାରୁ- ୮
ଢେଙ୍କାନାଳ ଜିଲ୍ଲାରୁ- ୩
ଗଜପତି ଜିଲ୍ଲାରୁ- ୭
ଜଗତସିଂହପୁର ଜିଲ୍ଲାରୁ- ୮
ଯାଜପୁର ଜିଲ୍ଲାରୁ- ୧୬
ଝାରସୁଗୁଡା ଜିଲ୍ଲାରୁ- ୨୦
କଳାହାଣ୍ଡି ଜିଲ୍ଲାରୁ- ୩୦
କନ୍ଧମାଳ ଜିଲ୍ଲାରୁ- ୧୯
କେନ୍ଦ୍ରାପଡା ଜିଲ୍ଲାରୁ- ୮
କେନ୍ଦୁଝର ଜିଲ୍ଲାରୁ- ୧୦
ଖୋର୍ଦ୍ଧା ଜିଲ୍ଲାରୁ- ୧୫୦
କୋରାପୁଟ ଜିଲ୍ଲାରୁ- ୧୬
ମାଲକାନଗିରି ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୮୪
ନବରଙ୍ଗପୁର ଜିଲ୍ଲାରୁ- ୨୯
ନୟାଗଡ ଜିଲ୍ଲାରୁ- ୨୪
ନୂଆପଡା ଜିଲ୍ଲାରୁ- ୧୦
ପୁରୀ ଜିଲ୍ଲାରୁ- ୬
ରାୟଗଡା ଜିଲ୍ଲାରୁ- ୮
ସମ୍ବଲପୁର ଜିଲ୍ଲାରୁ- ୭୧
ସୋନପୁର ଜିଲ୍ଲାରୁ- ୨୩
ସୁନ୍ଦରଗଡ ଜିଲ୍ଲାରୁ- ୨୫୯
ଷ୍ଟେଟ ପୁଲରୁ- ୩୨
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୨ ହଜାର ୧୧୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୬ ହଜାର ୨୯୩ ଏବଂ ବର୍ତ୍ତମାନ ୬୬୩୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।