Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»BREAKING NEWS: ଜୟ ନାରାୟଣ ମିଶ୍ରଙ୍କ ଜୟ ହେଲା, ମିଳିଲା ବିରୋଧୀ ଦଳ ନେତା ଦାୟିତ୍ବ
ଆଜିର ଖବର

BREAKING NEWS: ଜୟ ନାରାୟଣ ମିଶ୍ରଙ୍କ ଜୟ ହେଲା, ମିଳିଲା ବିରୋଧୀ ଦଳ ନେତା ଦାୟିତ୍ବ

July 30, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜୟ ନାରାୟଣ ମିଶ୍ରଙ୍କ ଜୟ ହେଲା, ମିଳିଲା ବିରୋଧୀ ଦଳର ନେତା ଦାୟିତ୍ବ

ଭୁବନେଶ୍ବର: ଶେଷରେ ବିଜେପି ବିଧାୟକ ଜୟନାରାୟଣଙ୍କ ଜୟ ହୋଇଛି। ସେ ବିରୋଧୀ ଦଳର ନେତା ଭାବେ ମନୋନିତ ହୋଇଛନ୍ତି। ଆଜି ଏ ନେଇ ବିଜେପି ରାଜ୍ୟ ସହ ପ୍ରଭାରୀ ତାଙ୍କ ନାମ ଘୋଷଣା କରିଛନ୍ତି। ବିରୋଧୀ ଦଳର ନେତା ଥିବା ପ୍ରଦୀପ୍ତ ନାୟକ ଅସୁସ୍ଥତା ପାଇଁ ତାଙ୍କ ବଦଳରେ ଜୟ ନାରାୟଣଙ୍କୁ ଏହି ଦାୟିତ୍ବ ଦିଆଯାଇଛି।

ପୂର୍ବରୁ ଜୟନାରାୟଣଙ୍କୁ ଏହି ଦାୟିତ୍ବ ଦିଆଯିବାର ସମ୍ଭାବନା ଥିଲା। ହେଲେ ସେତେବେଳେ ତାଙ୍କୁ ମନୋନିତ ନ କରି ପ୍ରଦୀପ୍ତ ନାୟକଙ୍କୁ ବଛାଯାଇଥିଲା। ବର୍ତ୍ତମାନ ପ୍ରଦୀପ୍ତ ନାୟକ ଅସୁସ୍ଥତା ପରେ ପୁଣି ଥରେ ଜୟନାରାୟଣଙ୍କ ନାମ ଚର୍ଚ୍ଚାକୁ ଆସିଥିଲା।

ବର୍ତ୍ତମାନ ବିଜେପି ବିଧାନସଭାରେ ନିଜର ବିରୋଧକୁ ଜୋରଦାର କରିବ ବୋଲି ଆଶା କରାଯାଉଛି।

ଜୟ ନାରାୟଣ ମିଶ୍ର ପ୍ରଦୀପ୍ତ ନାୟକ ବିଜେପି ବିଧାୟକ
Share. Facebook Twitter LinkedIn Email WhatsApp Copy Link

Related Posts

୯ମ ଶ୍ରେଣୀ ପାଠ୍ୟକ୍ରମ ସଂଶୋଧନ କଲା ଏନସିଇଆରଟି: ପ୍ରକାଶ ପାଇଲା ନୂତନ ଗଣିତ ପୁସ୍ତକ

September 22, 2026

ବନ୍ଦେ ମାତରମ୍ ପ୍ରସଙ୍ଗ: କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମକୋର୍ଟ

September 22, 2026

RIMS ହସ୍ପିଟାଲ ଶିଶୁ ୱାର୍ଡରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ, ୨୫ ସୁରକ୍ଷିତ

September 22, 2026

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ PEOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

September 22, 2026
Latest News

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ, ଭରତ ପାଇଁ ଜିତିଲା ପ୍ରଥମ ସ୍ୱର୍ଣ୍ଣ

September 22, 2026

ନାଗରିକତା ବିନା ଭୋଟ କିପରି: ସୋନିଆ ଗାନ୍ଧୀଙ୍କ ଉପରେ ବଡ଼ ଆକ୍ରମଣ କଲା ବିଜେପି

September 22, 2026

୯ମ ଶ୍ରେଣୀ ପାଠ୍ୟକ୍ରମ ସଂଶୋଧନ କଲା ଏନସିଇଆରଟି: ପ୍ରକାଶ ପାଇଲା ନୂତନ ଗଣିତ ପୁସ୍ତକ

September 22, 2026

ବନ୍ଦେ ମାତରମ୍ ପ୍ରସଙ୍ଗ: କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମକୋର୍ଟ

September 22, 2026

RIMS ହସ୍ପିଟାଲ ଶିଶୁ ୱାର୍ଡରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ, ୨୫ ସୁରକ୍ଷିତ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.