ଭୁବନେଶ୍ବର: ଗତକାଲି ରାଜ୍ୟରେ ୯୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୦୨୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୭୫ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୦୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୨୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୧୧
ବରଗଡ ଜିଲ୍ଲାରୁ- ୬୫
ଭଦ୍ରକ ଜିଲ୍ଲାରୁ- ୧୦
ବଲାଙ୍ଗୀରି ଜିଲ୍ଲାରୁ- ୨୭
ବୌଦ୍ଧ ଜିଲ୍ଲାରୁ- ୧୫
କଟକ ଜିଲ୍ଲାରୁ- ୬୮
ଦେବଗଡ ଜିଲ୍ଲାରୁ- ୫
ଢେଙ୍କାନାଳ ଜିଲ୍ଲାରୁ- ୨
ଗଜପତି ଜିଲ୍ଲାରୁ- ୭
ଜଗତସିଂହପୁର ଜିଲ୍ଲାରୁ- ୬
ଯାଜପୁର ଜିଲ୍ଲାରୁ- ୧୫
ଝାରସୁଗୁଡା ଜିଲ୍ଲାରୁ- ୧୨
କଳାହାଣ୍ଡି ଜିଲ୍ଲାରୁ- ୩୮
କନ୍ଧମାଳ ଜିଲ୍ଲାରୁ- ୨୨
କେନ୍ଦୁଝର ଜିଲ୍ଲାରୁ- ୧୧
ଖୋର୍ଦ୍ଧା ଜିଲ୍ଲାରୁ- ୧୭୩
କୋରାପୁଟ ଜିଲ୍ଲାରୁ- ୧୩
ମୟୂରଭଞ୍ଜ ଜିଲ୍ଲାରୁ- ୭୦
ନବରଙ୍ଗପୁର ଜିଲ୍ଲାରୁ- ୨୮
ନୟାଗଡ ଜିଲ୍ଲାରୁ- ୧୭
ନୂଆପଡା ଜିଲ୍ଲାରୁ- ୧୩
ପୁରୀ ଜିଲ୍ଲାରୁ- ୮
ରାୟଗଡା ଜିଲ୍ଲାରୁ- ୧୪
ସମ୍ବଲପୁର ଜିଲ୍ଲାରୁ- ୯୩
ସୋନପୁର ଜିଲ୍ଲାରୁ- ୨୪
ସୁନ୍ଦରଗଡ ଜିଲ୍ଲାରୁ- ୨୨୨
ଷ୍ଟେଟ ପୁଲରୁ- ୩୯
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୩ ହଜାର ୧୪୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୭ ହଜାର ୩୪୪ ଏବଂ ବର୍ତ୍ତମାନ ୬୬୦୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।