Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବେଆଇନ କଫ ସିରଫ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ଗିରଫ
ଆଜିର ଖବର

ବେଆଇନ କଫ ସିରଫ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ଗିରଫ

August 2, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ବେଆଇନ କଫ ସିରଫ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ଗିରଫ

କନ୍ଦର୍ପ ବେହେରା

ରେଢ଼ାଖୋଲ:  ବେଆଇନ ନିଶା କାରବାର କଫ ସିରଫ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି ରେଢ଼ାଖୋଲ ପୋଲିସ। ସୂଚନା ଯୋଗ୍ୟ ଯେ ବୌଦ୍ଧ ଅଞ୍ଚଳ ରୁ କଫ ସିରଫ୍ ଧରି ଦୁଇ ଅଭିଯୁକ୍ତ ରେଢ଼ାଖୋଲ ପଟକୁ ଆସୁଥିବା ବେଳେ ରେଢ଼ାଖୋଲ ପୋଲିସ୍ ସେମାନଙ୍କୁ ଧରିଥିଲା।

ଅଭିଯୁକ୍ତ ମାନେ ହେଲେ  ସମ୍ବଲପୁର ଜିଲ୍ଲା ଅଁଇଠାପାଲି ଥାନା ବୁଢ଼ାରଜା ଅନ୍ତର୍ଗତ ପ୍ରଧାନପଡା ର ଡବୁଲୁ ଦାସ(୩୦) ଏବଂ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବଗିଚା ସାହିର ସିତାଂସୁ ଶେଖର ପୁରୋହିତ(୫୧) କୁ ଗିରଫ କରିଛି। ଅଭିଯୁକ୍ତ ମାନେ  କଫସିରଫ  ତଥା ବିଭିନ୍ନ ନିଶା କାରବାର ରେ ଜଡିତ ଥିବା ଜଣାପଡିଛି।

ଜଣେ ଅଭିଯୁକ୍ତର  ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ କୋଭିଡ ଟେଷ୍ଟ, ତଥା ସ୍ବାସ୍ଥ୍ୟଯାଞ୍ଚ ପାଇଁ ପୋଲିସ ପ୍ରଥମେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲା ହେଲେ ଅଭିଯୁକ୍ତ ଡବୁଲୁ ଦାସ କୈାଣସି ମତେ ସେଠାରୁ ପୋଲିସ କୁ ଚକମା ଦେଇ ଦଉଡ଼ି ଖସି ପଳାଇବାକୁ ଚେଷ୍ଟା କରିଥିଲା ।

କିନ୍ତୁ ପୋଲିସ ତାକୁ ଗୋଡ଼ାଇ ଗୋଡ଼ାଇ ପୁଣି ଧରିବାରେ ସଫଳ ହୋଇଥିଲା। ପୋଲିସ୍ ର ଅବହେଳା ଯୋଗୁଁ ନିଶାବେପାରୀ ଡାକ୍ତରଖାନା ଭିତରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିବାରୁ ପୋଲିସ୍ ପ୍ରତି ସନ୍ଦେହ ସ୍ରୁଷ୍ଟି ହେଉଛି। ଏହି ଭଳି ଏକ ନିଶା ବେପାରି ଓ ପୋଲିସ ଛକାପଞ୍ଝା ଯୋଗୁଁ ରେଢ଼ାଖୋଲ ଅଞ୍ଚଳ ରେ ବେଶ୍ ଚର୍ଚ୍ଚା ବିଷୟ ପାଲଟିଛି।

ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026
Latest News

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.