Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାହୁଲ ତୋପ ଏବଂ ମୁଁ ଏକେ ୪୭ : ନଭଜୋତ ସିଂ ସିଦ୍ଧୁ
ଆଜିର ଖବର

ରାହୁଲ ତୋପ ଏବଂ ମୁଁ ଏକେ ୪୭ : ନଭଜୋତ ସିଂ ସିଦ୍ଧୁ

May 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Rahul Gandhi Is A Cannon And I Am AK-47", Says Navjot Singh Sidhu
Rahul Gandhi Is A Cannon And I Am AK-47", Says Navjot Singh Sidhu

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ତୋପ ଏବଂ ନିଜକୁ ଏକେ ୪୭ ସହିତ ତୁଳନା କରିଛନ୍ତି କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁ । ଏହା ସହିତ ସିଦ୍ଧୁ କହିଛନ୍ତି, ରାଫାଲେ ମାମଲାରେ ମୋଦି ଉତ୍କୋଚ ନେଇଛନ୍ତି କି ନା ମୁଁ ତାଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି । ରାହୁଲ ହେଉଛନ୍ତି ତୋପ ଏବଂ ମୁଁ ଏକେ ୪୭, ଯେ କୌଣସି ସ୍ଥାନରେ ମୋଦିଙ୍କ ସହିତ ବିତର୍କ ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ସିଦ୍ଧୁ । ରାଫାଲେ ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିବାକୁ ଯାଇ ହିମାଚଳ ପ୍ରଦେଶର ବିଳାସପୁରରେ ଏକ ନିର୍ବାଚନୀ ସଭାରେ ଏହି ମନ୍ତବ୍ୟ ଦେଇଛନ୍ତି ସିଦ୍ଧୁ । ୨୦୧୪ ନିର୍ବାଚନରେ ନିଜକୁ ଗଙ୍ଗାପୁତ୍ର କହି କ୍ଷମତାକୁ ଆସିଥିବା ମୋଦି ରାଫାଲେ ଚୁକ୍ତିର ଏଜେଣ୍ଟ ହୋଇ କ୍ଷମତାରୁ ବିଦାୟ ନେବେ ବୋଲି ସିଦ୍ଧୁ କହିଛନ୍ତି । ମୋଦିଙ୍କ ମନ୍ତବ୍ୟ ‘ନା ଖାଇବି, ନା ଖାଇବାକୁ ଦେବି’ ଉପରେ କହିଥିଲେ ଏହା ଉପରେ ମୋ ସହିତ ଖୋଲା ବିତର୍କ ପାଇଁ ମୁଁ ମୋଦିଙ୍କୁ ଆହ୍ବାନ କରୁଛି । ଯଦି ମୁଁ ପରାଜିତ ହେବି ତେବେ ରାଜନୀତି ଛାଡିଦେବି ବୋଲି କହିଛନ୍ତି ସିଦ୍ଧୁ ।

Share. Facebook Twitter LinkedIn Email WhatsApp Copy Link

Related Posts

RCB ପରେ ଆଉ ଏକ ପୂର୍ବ IPL ଚାମ୍ପିଅନ୍ ଦଳ ବିକ୍ରୟ ପାଇଁ ପ୍ରସ୍ତୁତ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 28, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ: ପୂର୍ବ-ପଶ୍ଚିମ ଓଡ଼ିଶା ସଂଯୋଗୀକରଣରେ ମହତ୍ଵପୂର୍ଣ୍ଣ ମାଇଲଖୁଣ୍ଟ

November 28, 2025

ଶନିବାର ଠାରୁ ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫

November 28, 2025

ଆକଳନଠାରୁ ଅଧିକ ଗତିରେ ଦୌଡିଲା ଭାରତର GDP: ଆସିଲା ରିପୋର୍ଟ

November 28, 2025
Latest News

RCB ପରେ ଆଉ ଏକ ପୂର୍ବ IPL ଚାମ୍ପିଅନ୍ ଦଳ ବିକ୍ରୟ ପାଇଁ ପ୍ରସ୍ତୁତ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 28, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ: ପୂର୍ବ-ପଶ୍ଚିମ ଓଡ଼ିଶା ସଂଯୋଗୀକରଣରେ ମହତ୍ଵପୂର୍ଣ୍ଣ ମାଇଲଖୁଣ୍ଟ

November 28, 2025

ଶନିବାର ଠାରୁ ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫

November 28, 2025

ଆକଳନଠାରୁ ଅଧିକ ଗତିରେ ଦୌଡିଲା ଭାରତର GDP: ଆସିଲା ରିପୋର୍ଟ

November 28, 2025

ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରୁଛି ସିପିଗ୍ରାମ୍ସ ପୋର୍ଟାଲ

November 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.