Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀ ସମୁଦ୍ରକୂଳ ରୋଡରେ ଗାଡି ପାର୍କିଂ କରୁଛନ୍ତି କି ? ତେବେ ଏପରି ହେବ ଅବସ୍ଥା
ଆଜିର ଖବର

ପୁରୀ ସମୁଦ୍ରକୂଳ ରୋଡରେ ଗାଡି ପାର୍କିଂ କରୁଛନ୍ତି କି ? ତେବେ ଏପରି ହେବ ଅବସ୍ଥା

August 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁରୀ ସମୁଦ୍ରକୂଳ ରୋଡରେ ଗାଡି ପାର୍କିଂ କରୁଛନ୍ତି କି ? ତେବେ ଏପରି ହେବ ଅବସ୍ଥା

ପୁରୀ: ବିଭିନ୍ନ ସମୟରେ ଲୋକମାନେ ପୁରୀ ଗଲେ ପ୍ରଭୃ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଟିକିଏ ସମୁଦ୍ରକୂଳ ଆଡେ ବୁଲି ଆସନ୍ତି। ପ୍ରାୟତଃ ସମସ୍ତେ ସମୁଦ୍ରକୂଳ ରୋଡ ଉପରେ ଗାଡି ପାର୍କିଂ କରି ଭିତରକୁ ବୁଲିବାକୁ ଯାଆନ୍ତି। ହେଲେ ସେହି ଗାଡି ପାଇଁ ସେଠାରେ ଟ୍ରାଫିକ ସମସ୍ୟା ହୋଇଯାଏ। ଗାଡିମୋଟର ଜାମ ହୋଇଯାଏ। ଯାହାକୁ ନେଇ ପୁରୀ ପୋଲିସ ନାକେଦନ ହେବାକୁ ପଡେ।

ଏସବୁକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ଗତ କିଛିଦିନ ଧରି ସମୁଦ୍ରକୂଳ ରୋଡ ଉପରେ ବେଆଇନ ପାର୍କିଂ ଗାଡିକୁ ସିଧା ଟେକି ନେଇ ଆସୁଛି। ଫଳରେ ଗାଡିମାଲିକ ଗାଡି ପାଖକୁ ଆସିବା ବେଳକୁ ଗାଡି ଉଭାନ। ଏହା ପୂର୍ବରୁ ପୋଲିସ ତରଫରୁ ପାର୍କିଂ ସ୍ଥାନରେ ଗାଡି ରଖିବା ପାଇଁ ସଚେତନ କରାଉଛି। ତଥାପି ଲୋକେ ନ ଶୁଣିବାରୁ ବାଧ୍ୟ ହୋଇ ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଛି।

ପୁରୀ ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026
Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.